ଜୟପୁର, ୨୯ /୧୦, ଜୟପୁର ଟାଉନ୍ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନର ଅଂଶ ରୂପେ ଟାଉନ ଥାନା ପରିସରରେ ଏକ ବିଶେଷ “ସାଇବର ସେଲ୍ଫି ପଏଣ୍ଟ” ର ଉଦଘାଟନ କରାଯାଇଛି। ଏହି […]
Author: Bhanupratap Nayak (Chif Editor) Kranti India News
ରାଣୀଗୋଡ଼ା ରୁ କୋରାପୁଟ ଯାଉଥିବା ମୁଖ୍ୟ ରାସ୍ତାରେ ଭାରି ଯାନ ଜନିତ ସମସ୍ୟା ଯାହା ଯୋଗୁଁ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି
କୋରାପୁଟ୍ ଅଞ୍ଚଳରେ ପୁଣି ଥରେ ଦେଖିବାକୁ ମିଳିଛି ଭାରି ଯାନ ଜନିତ ସମସ୍ୟା ଯାହା ଯୋଗୁଁ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ସୂଚନା ଅନୁଯାୟୀ, ରାଣୀ ଗୋଡ଼ା (Raniguda) ରୁ କୋରାପୁଟ […]
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ASI: ନଗଦ ୪୦ ହଜାର ଟଙ୍କା ଜବତ
ଦୁର୍ନୀତି ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ
ସଚ୍ଚୋଟତା ପାଇଁ ସଂକଳ୍ପ: ଜୟପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ଜୟପୁର, ୨୭/୧୦: ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ସାଧୁତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଜି ଜୟପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ […]
🚨 ଜୟପୁର ସହରରେ ଦୁଇ ଅଭିଯୁକ୍ତ ଗିରଫ: ନଗଦ ୫ ଲକ୍ଷ ଟଙ୍କା ସହ କାର୍ ଓ ବାଇକ୍ ଜବତ! ‘ମିସିଂ ମୋବାଇଲ୍ ଅପରେସନ୍’ରେ ୨୦ଟି ଫୋନ୍ ମାଲିକଙ୍କୁ ଫେରାଇଲା ପୋଲିସ
ଜୟପୁର, ୨୭/୧୦: କୋରାପୁଟ ଜିଲ୍ଲାର ଜୟପୁର ଟାଉନ୍ ପୋଲିସ୍ ଅପରାଧିକ କାର୍ଯ୍ୟକଳାପ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜୟପୁର ଟାଉନ୍ ପୋଲିସ୍ ଷ୍ଟେସନ୍ ମାମଲା ନମ୍ବର ୧୬୬ […]
ମୃତ୍ୟୁ ପରେ ଶରୀର ଦାନ କରିବେ ଗୋପାଳ ଚନ୍ଦ୍ର ପାତ୍ର କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସହ ପ୍ରତିଜ୍ଞା ସ୍ବାକ୍ଷରିତ କଲେ
ନବରଙ୍ଗପୁର, ୨୭/୧୦, ମାନବ ସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ନବରଙ୍ଗପୁର ଜିଲ୍ଲା ସଦରମହକୁମା ଗୌଡ଼ ସାହିର ଶ୍ରୀ ଗୋପାଳ ଚନ୍ଦ୍ର ପାତ୍ର। ବର୍ତ୍ତମାନ କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ […]
‘କୋରାପୁଟ କଫି’ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା; ଓଡ଼ିଶାର ଗୌରବର ନୂଆ ପରିଚୟ
ନୂଆଦିଲ୍ଲୀ/କୋରାପୁଟ, ୨୭ /୧୦ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୧୨୭ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ‘କୋରାପୁଟ କଫି’କୁ ବିଶେଷ ପ୍ରଶଂସା କରିଛନ୍ତି । ଏହା କେବଳ ଅତ୍ୟନ୍ତ ସୁସ୍ୱାଦୁ ନୁହେଁ, […]
ମହୁମାଛି ଆକ୍ରମଣରେ ଜୟପୁରର ଜଣାଶୁଣା ବ୍ୟବସାୟୀ ଟୁନା ସାହୁଙ୍କ ଦୁଃଖଦ ମୃତ୍ୟୁ
କୋରାପୁଟ , 27/10 , ଜୟପୁର ସହରର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ପ୍ରଦୀପ (ଟୁନା) ସାହୁଙ୍କର ଏକ ଦୁର୍ଭାଗ୍ୟଜନକ ଘଟଣାରେ ମୃତ୍ୟୁ ଘଟିଛି । ଆଜି ସକାଳେ ମହୁମାଛି ଆକ୍ରମଣର ଶିକାର ହୋଇ […]
ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ ଦିଶା କମିଟି ବୈଠକ
କୋରାପୁଟ,୨୪।୧୦()ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି। ଜାତୀୟ ରାଜପଥ ୨୬ […]
ଜୟପୁର ଠାରେ ଜିଲ୍ଲାପାଳଙ୍କ ୪୭ ଗୋଟି ମିଳିତ ଅଭିଯୋଗ ଶୁଣାଣି
ଜୟପୁର:୨୭/୧୦.୨୭ , ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଦ୍ୱାରା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ପୁଳିସ୍ […]
