କୋଟପାଡ଼, ୩୦/୧୨ (ବ୍ୟୁରୋ): ନୂଆବର୍ଷ ପୂର୍ବରୁ କୋରାପୁଟ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। କୋଟପାଡ଼ ବୋଣ୍ଡାଗୁଡ଼ା ଅଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ନକଲି ବିଦେଶୀ ମଦ କାରଖାନା ଉପରେ […]
Month: December 2025
୨୦୨୫: ପ୍ରଶାସନିକ ସଂସ୍କାର ଓ ସୁଶାସନର ବର୍ଷ; ସରଳ ହେଲା ଜନଜୀବନ, ସଶକ୍ତ ହେଲେ ସରକାରୀ କର୍ମଚାରୀ
ନୂଆଦିଲ୍ଲୀ, ୩୦/୧୨ (ବ୍ୟୁରୋ ରିପୋର୍ଟ): କେନ୍ଦ୍ର କାର୍ମିକ, ସର୍ବସାଧାରଣ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରଣାଳୟ ପାଇଁ ୨୦୨୫ ବର୍ଷ ଏକ ମାଇଲଖୁଣ୍ଟ ସଦୃଶ ହୋଇଛି। ଚଳିତ ବର୍ଷ ସରକାର ପ୍ରଶାସନିକ ସଂସ୍କାର ମାଧ୍ୟମରେ ସାଧାରଣ […]
ବେଣାସୁର ପଞ୍ଚାୟତ କାର୍ଯ୍ୟାଳୟରେ ଜନଶୁଣାଣି ଶିବିର ଅନୁଷ୍ଠିତ: ୧୯ଟି ଅଭିଯୋଗ ପଞ୍ଜିକୃତ
ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବେଣାସୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ […]
ଜୟପୁର ପରାବେଡାରେ ମୋବାଇଲ୍ ଟାୱାରରେ ଅଗ୍ନିକାଣ୍ଡ,ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କଲା
ଜୟପୁର, ୨୮/୧୨ : ଜୟପୁର ସହର ଅନ୍ତର୍ଗତ ପରାବେଡା ଶ୍ରୀରାମ ନଗର ଅଞ୍ଚଳରେ ଏକ ଘର ଛାତ ଉପରେ ସ୍ଥାପିତ ମୋବାଇଲ୍ ଟାୱାରରେ ହଠାତ୍ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି। […]
ବ୍ରହ୍ମପୁର–ଜୟପୁର ୬-ଲେନ୍ ଏକ୍ସପ୍ରେସୱେ ଘୋଷଣା, ଖର୍ଚ୍ଚ ୬,୦୦୦ କୋଟି
ଜୟପୁର, ୨୮/୧୨ : ଓଡ଼ିଶା ସରକାର ବ୍ରହ୍ମପୁର – ଜୟପୁର ପର୍ଯ୍ୟନ୍ତ ଏକ ୬-ଲେନ୍ ଏକ୍ସପ୍ରେସୱେ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ମୋଟ ଖର୍ଚ୍ଚ ପ୍ରାୟ ୬,୦୦୦ କୋଟି […]
ଭାରସ୍ୟାମ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ
ଜୟପୁର, ୨୮/୧୨: କୋରାପୁଟ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସ୍ୟାମ ହରାଇ ଏକ କାର୍ ରାସ୍ତାପାର୍ଶ୍ୱରେ ଥିବା ସେପ୍ଟି ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ […]
ଜୟପୁର ଭଣ୍ଡାରି ସଂଘର ସଭାପତି ଭାବରେ ଏ.ପୋଲି ରାଜୁ ନିର୍ବାଚିତ।
ଜୟପୁର, ଡିସେମ୍ବର ୨୮(ପ୍ରତିନିଧି): ସ୍ଥାନୀୟ ଦ୍ୱିତୀୟା ବଜାର ସ୍ଥିତ ସଂଘ ଭବନରେ ଜୟପୁର ଭଣ୍ଡାରି ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଆଗାମୀ ତିନି ବର୍ଷ ପାଇଁ ନୂତନ କାର୍ଯ୍ୟକାରିଣୀ କମିଟି ସର୍ବସମ୍ମତିକ୍ରମେ ନିର୍ବାଚିତ […]
ଅବିଭକ୍ତ କୋରାପୁଟ ଜିଲ୍ଲା ବ୍ରାହ୍ମଣ ସମାଜର କେଲେଣ୍ଡର ଉନ୍ମୋଚିତ।
ଜୟପୁର ,୨୮/୧୨ ; ଅବିଭକ୍ତ କୋରାପୁଟ ଜିଲ୍ଲା ବ୍ରାହ୍ମଣ ସମାଜର ୨୦୨୬ ମସିହାର ବାର୍ଷିକ କେଲେଣ୍ଡର ଜୟପୁର ଜଗନ୍ନାଥ ମନ୍ଦିରରେ ଉନ୍ମୋଚିତ ହୋଇଛି ଏହା ବିଗତ ସାତ ବର୍ଷ ଧରି ଚାଲି ଆସୁଛି। ପରେ […]
ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଘେରିଲା ବିଜେଡି ଧାନ କ୍ରୟ ବିଳମ୍ବକୁ ନେଇ ଜୟପୁରରେ ଧାରଣା ଓ ବିକ୍ଷୋଭ।
ଜୟପୁର, ୨୮/୧୨ : ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟାରେ ଭୟାବହ ବିଳମ୍ବ ଓ ଚାଷୀଙ୍କ ହେନସ୍ତାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଗୁରୁତର ଅଭିଯୋଗ ଆଣାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ରାଜ୍ୟ […]
ରାଜ୍ୟ ଯୁବ ବିଜେଡ଼ିରେ କୋରାପୁଟରୁ ୪ ଜଣଙ୍କୁ ଦାୟିତ୍ୱ।
କୋରାପୁଟ, ୨୮/୧୨ : ରାଜ୍ୟ ଯୁବ ବିଜେଡ଼ି ସଂଗଠନର ନୂତନ ଘୋଷିତ ପଦାଧିକାରୀ ତାଲିକାରେ କୋରାପୁଟ ଜିଲ୍ଲାରୁ ୪ ଜଣଙ୍କୁ ସ୍ଥାନ ମିଳିଛି। ସସ୍ମିତା ମେଲେକାଙ୍କୁ ରାଜ୍ୟ ଯୁବ ବିଜେଡ଼ିର ବରିଷ୍ଠ ଉପ ସଭାପତି […]
