ଜୟପୁର, ୩୧/୧୦ , ଜୟପୁର ସହରରେ ଟ୍ରାଫିକ୍ ଭିଡ଼ ଏବଂ ପଦଯାତ୍ରୀ ସମସ୍ୟାକୁ ହ୍ରାସ କରିବା ପାଇଁ, ପୌରପାଳିକା କର୍ତ୍ତୃପକ୍ଷ ବେଆଇନ ଜବରଦଖଲ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଶୁକ୍ରବାର ସହରର ମୁଖ୍ୟ […]
Category: Kranti India News
ଜୟପୁର ର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ “ଆମର ସାମୂହିକ ଦାୟିତ୍ୱ – ଦୁର୍ନୀତି ବିରୋଧୀ ସପ୍ତାହ” ମହାସମାରୋହରେ ଆରମ୍ଭ ହୋଇଛି
କୋରାପୁଟ, ୩୦/୧୦, ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ସଂଯୋଜକ ମହେଶ୍ୱର ନାୟକଙ୍କ ତତ୍ତ୍ୱାବଧାନରେ “ଆମର ସାମୂହିକ ଦାୟିତ୍ୱ – ଦୁର୍ନୀତି ବିରୋଧୀ ସପ୍ତାହ” ମହାସମାରୋହରେ ଆୟୋଜନ କରିଥିଲା। ସମାଜରେ ଦୁର୍ନୀତିର ପ୍ରସାର ରୋକିବାରେ ଛାତ୍ରଛାତ୍ରୀଙ୍କ […]
ଜାନୁଆରୀ ୨ରୁ ଜୟପୁରରେ ପୁଷ୍ୟ-ପୁନି ପର୍ବ ମହୋତ୍ସବ ଅନୁଷ୍ଠିତ ହେବ।
ଜୟପୁର, ୩୦/୧୦, ପ୍ରତିବର୍ଷ ମହାସମାରୋହରେ ଅନୁଷ୍ଠିତ ହେଉଥିବା ପୁଷ୍ୟପୁନି ପର୍ବ ମହୋତ୍ସବ ଜାନୁଆରୀ ୨ରୁ ୯, ୨୦୨୬ ପର୍ଯ୍ୟନ୍ତ ଜୟପୁରମରେ ଅନୁଷ୍ଠିତ ହେବ। କୋରାପୁଟିଆ କଳା ଓ ଳାକାର ସଂଘର ତତ୍ତ୍ୱାବଧାନରେ ଏହି ମହୋତ୍ସବଗୁଡ଼ିକୁ […]
କୋରାପୁଟ ସରକାରି ପଲିଟେକ୍ନିକ୍ ତରଫରୁ ରକ୍ତଦାନ ଶିବିର — ୪୫ ୟୁନିଟ ରକ୍ତ ସଂଗୃହୀତ
ଜୟପୁର, ୩୦ /୧୦ , କୋରାପୁଟ ଜିଲ୍ଲାର ରଣ୍ଡାପାଲୀ ସ୍ଥିତ ସରକାରି ପଲିଟେକ୍ନିକ୍ ଓ ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଜେସନ ଅଫ ଓଡ଼ିଶା (ଏଫ୍ବିଡିଓଓ) ତରଫରୁ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର […]
ଘୂର୍ଣ୍ଣିଝଡ଼ ମୋନ୍ଥାର ପ୍ରଭାବ – ଦୁଇଟି ଜଳଭଣ୍ଡାରର ଛଅଟି ଗେଟ୍ ଖୋଲିଲା
କୋରାପୁଟ, ୩୦/୧୦, କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ମୋନ୍ଥାର ପ୍ରଭାବ ଯୋଗୁଁ ଉପର ଅଞ୍ଚଳରେ ବର୍ଷା ହେବା ଯୋଗୁଁ ମାଛକୁଣ୍ଡ ବିଦ୍ୟୁତ୍ ବିଭାଗକୁ ସତର୍କ କରାଯାଇଛି। ଆନ୍ଧ୍ରପ୍ରଦେଶର ଉପରମୁଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା […]
କୋଟପାଡ଼ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ – ଖଟଲାପଦର ବ୍ରିଜ ନିକଟରେ ଘଟଣା, ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି
କୋରାପୁଟ, ୨୯ /୧୦ , କୋଟପାଡ଼-କୁନ୍ଦୁରା ମୁଖ୍ୟ ସଡ଼କରେ ଖଟଲାପଦର ବ୍ରିଜ ନିକଟରେ ଗତରାତି ଏକ ହତାତ୍ ଲୁଟ ଘଟଣା ଘଟିଥିବା ସୂଚନା ମିଳିଛି। କୋଟପାଡ଼ର ଜଣେ ପରିଚିତ ବ୍ୟବସାୟୀଙ୍କୁ ଟାର୍ଗେଟ କରି କିଛି […]
ଜୟପୁର ଟାଉନ୍ ଥାନାରେ ସାଇବର ସୁରକ୍ଷା ‘ସେଲ୍ଫି ପଏଣ୍ଟ’ ଉଦଘାଟନ – ସଚେତନତା ଅଭିଯାନକୁ ନେଇ ଜନସାଧାରଣରେ ଉତ୍ସାହ
ଜୟପୁର, ୨୯ /୧୦, ଜୟପୁର ଟାଉନ୍ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନର ଅଂଶ ରୂପେ ଟାଉନ ଥାନା ପରିସରରେ ଏକ ବିଶେଷ “ସାଇବର ସେଲ୍ଫି ପଏଣ୍ଟ” ର ଉଦଘାଟନ କରାଯାଇଛି। ଏହି […]
ରାଣୀଗୋଡ଼ା ରୁ କୋରାପୁଟ ଯାଉଥିବା ମୁଖ୍ୟ ରାସ୍ତାରେ ଭାରି ଯାନ ଜନିତ ସମସ୍ୟା ଯାହା ଯୋଗୁଁ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି
କୋରାପୁଟ୍ ଅଞ୍ଚଳରେ ପୁଣି ଥରେ ଦେଖିବାକୁ ମିଳିଛି ଭାରି ଯାନ ଜନିତ ସମସ୍ୟା ଯାହା ଯୋଗୁଁ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ସୂଚନା ଅନୁଯାୟୀ, ରାଣୀ ଗୋଡ଼ା (Raniguda) ରୁ କୋରାପୁଟ […]
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ASI: ନଗଦ ୪୦ ହଜାର ଟଙ୍କା ଜବତ
ଦୁର୍ନୀତି ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ
ସଚ୍ଚୋଟତା ପାଇଁ ସଂକଳ୍ପ: ଜୟପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ଜୟପୁର, ୨୭/୧୦: ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ସାଧୁତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଜି ଜୟପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ […]
