ଆଉ ନାହାନ୍ତି ଦକ୍ଷ ପୋଲିସ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର: ଶୋକାକୁଳ କୋରାପୁଟ ପୋଲିସ ବିଭାଗ।

ଅତ୍ୟନ୍ତ ଦୁଃଖଦ ଖବର। କୋରାପୁଟ ପୋଲିସ ବିଭାଗ ପାଇଁ ଏକ ଅପୁରଣୀୟ କ୍ଷତି। ଆର ପାରିରେ ତତ୍କାଳୀନ ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର। ବର୍ତମାନ କୋରାପୁଟ HRPC ରେ କାର୍ଯ୍ୟରତ ଥିଲେ। ଆଜି ସନ୍ଧ୍ୟାରେ ନିଜ ରାୟଗଡା ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ସ୍ବର୍ଗତ ପ୍ରସନ୍ନ କୁମାର ମିଶ୍ରଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ। ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସେ ଅଂଚଳରେ ସୁନାମ ଅର୍ଜନ କରିଥିଲେ। 🌹👏🌹

Leave a Reply

Your email address will not be published. Required fields are marked *