ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିସୂଚନା ଦେଇଛନ୍ତି ” ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଥିବା ଅବପାତ ଘଣ୍ଟାପ୍ରତି 7 କିମି ବେଗରେ ପଶ୍ଚିମ ଦିଗ ଆଡକୁ ଗତି କରୁଛି । ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି 26 ତାରିଖ (ରବିବାର) ଏକ ଗଭୀର ଅବପାତରେ ପରିଣତ ହେବ । 27 ତାରିଖ (ସୋମବାର) ସକାଳେ ଏହା ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡରେ ପରିଣତ ହେବ । ପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି 28 ତାରିଖ (ମଙ୍ଗଳବାର) ସକାଳ ସୁଦ୍ଧା ଏକ ଭୟଙ୍କର ବାତ୍ୟାରେ ପରିଣତ ହେବ । ପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି 28 ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ କାକିନାଡା ପାକାପାଖି ଆନ୍ଧ୍ରପ୍ରଦେଶର ଉପକୂଳ ମଛଲିପାଟନମ୍ ଓ କଳିଙ୍ଗପାଟନମ୍ ମଧ୍ୟରେ ଏକ ଭୟଙ୍କର ବାତ୍ୟା ଭାବରେ ଅତିକ୍ରମ କରିବାର ସମ୍ଭାବନା ରହିଛି । ” ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ 90-100 କିମିରୁ 110 କିମି ପର୍ଯ୍ୟନ୍ତତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ- ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।
Related Posts
କୋରାପୁଟ-ରାୟଗଡ଼ାରେ ନେଟୱାର୍କ ସମସ୍ୟା: ଜୁନ୍ ୨୦୨୬ ସୁଦ୍ଧା ଟାୱାର କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ରର ପ୍ରତିଶ୍ରୁତି
- Bhanupratap Nayak (Chif Editor) Kranti India News
- February 10, 2026
- 0
କୋରାପୁଟ-ରାୟଗଡ଼ାରେ ନେଟୱାର୍କ ସମସ୍ୟା: ଜୁନ୍ ୨୦୨୬ ସୁଦ୍ଧା ଟାୱାର କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ରର ପ୍ରତିଶ୍ରୁତି
ଦୀପ ତଳ ଅନ୍ଧାର: ମିନାକ୍ଷୀ ବିଦ୍ୟୁତ୍ ପ୍ରକଳ୍ପ ଗେଟ୍ ସମ୍ମୁଖରେ ୮ ଖଣ୍ଡ ଗ୍ରାମବାସୀଙ୍କ ଗର୍ଜନ
- Bhanupratap Nayak (Chif Editor) Kranti India News
- February 17, 2026
- 0
ଦୀପ ତଳ ଅନ୍ଧାର: ମିନାକ୍ଷୀ ବିଦ୍ୟୁତ୍ ପ୍ରକଳ୍ପ ଗେଟ୍ ସମ୍ମୁଖରେ ୮ ଖଣ୍ଡ ଗ୍ରାମବାସୀଙ୍କ ଗର୍ଜନ
ନନ୍ଦପୁରରେ ଶୋକାକୁଳ ପରିବେଶ: ନିଖୋଜ ହୋମଗାର୍ଡ ଓ ଯୁବକଙ୍କ ମୃତଦେହ ବ୍ରିଜ୍ ତଳୁ ଉଦ୍ଧାର
- Bhanupratap Nayak (Chif Editor) Kranti India News
- February 10, 2026
- 0
ନନ୍ଦପୁରରେ ଶୋକାକୁଳ ପରିବେଶ: ନିଖୋଜ ହୋମଗାର୍ଡ ଓ ଯୁବକଙ୍କ ମୃତଦେହ ବ୍ରିଜ୍ ତଳୁ ଉଦ୍ଧାର