କୋଟପାଡ କୋର୍ଟ ପରିସରରେ ସର୍କିଟ କୋର୍ଟ ଉଦଘାଟନ – ଜିଲ୍ଲା ଜଜ୍ ପି.କେ. ମହନ୍ତଙ୍କ ଦ୍ୱାରା ଉଦଘାଟନ ଉତ୍ସବ

କୋରାପୁଟ, ୬ /୧୧, କୋରାପୁଟ ଜିଲ୍ଲାର କୋଟପାଡ କୋର୍ଟ ପରିସରରେ ଆଜି ଏକ ସର୍କିଟ କୋର୍ଟ ଉଦଘାଟନ ହୋଇଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ଥାପିତ ଏହି କୋର୍ଟକୁ ଜିଲ୍ଲା ଜଜ୍ ପ୍ରଦୀପ ମହାନ୍ତ ଆନୁଷ୍ଠାନିକ […]

ସାଲୁର ଘାଟ ନିକଟରେ ଓଡ଼ିଶା ଆରଟିସି ବସ୍‌ରେ ଅଗ୍ନିକାଣ୍ଡ – ଯାତ୍ରୀମାନେ ସୁରକ୍ଷିତ ଭାବରେ ଖସି ପଳାଇଲେ।

କୋରାପୁଟ, ୬/୧୧, ଗୁରୁବାର ସକାଳେ ସାଲୁର ଘାଟ ନିକଟରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଆନ୍ତଃରାଜ୍ୟ ଏକ୍ସପ୍ରେସ୍ ବସ୍‌ରେ ହଠାତ୍ ନିଆଁ ଲାଗିଗଲା। ବିଶାଖାପାଟଣା ରୁ ଜୟପୁର (କୋରାପୁଟ) ଯାଉଥିବା ବସ୍‌ ଟି […]

କୋଟପାଡ ରେ ତିନି ଜଣ ପୁଅ ନିଖୋଜ – ଭାନସୁଲି ଗାଁରେ ଉତ୍ତେଜନା

କୋରାପୁଟ , ୬/୧୧, କୋରାପୁଟ ଜିଲ୍ଲାର କୋଟପାଡ ଥାନା ସୀମା ଅନ୍ତର୍ଗତ ଭାନସୁଲି ଗାଁରେ ତିନି ଜଣ ପୁଅ ନିଖୋଜ ହେବା ପରେ ସ୍ଥାନୀୟ ଲୋକମାନେ ଚିନ୍ତା ପ୍ରକାଶ କରୁଛନ୍ତି। ସୂଚନା ଅନୁଯାୟୀ, ଭାନସୁଲି […]

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

କୋରାପୁଟ,୬।୧୧,୨୦୨୨ ମସିହାରୁ ଆରମ୍ଭ ହୋଇଛି ମାଣ୍ଡିଆ ଦିବସ।ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି।ପରିବେଶ ଓ ସ୍ବାସ୍ଥ୍ୟ ପାଇଁ ହିତକର ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଏବଂ ବ୍ୟବହାର ଏହାର ମୂଳ […]

ୱାଲଟେୟା ର ଡିଭିଜନର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା – ପୂର୍ବତଟ ରେଳବାଇ କମିଟି ବୈଠକ କେନ୍ଦ୍ର ମନ୍ତ୍ରୀ କିଞ୍ଜାରପୁ ରାମମୋହନ ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ।

କୋରାପୁଟ/ବିଶାଖାପାଟଣା, ୪/୧୧, ପୂର୍ବତଟ ରେଳବାଇ ଅଧୀନରେ ୱାଲଟେୟାର ଡିଭିଜନ ଡିଭିଜନାଲ କମିଟି ବୈଠକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରପୁ ରାମମୋହନ ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନେକ ପ୍ରମୁଖ […]

ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିନରେ ଗଞ୍ଜାମ ଓ ବାଲେଶ୍ୱର ଦଳ ବିଜୟୀ

କୋରାପୁଟ, ୪/୧୧ , କୋରାପୁଟ ବାର ଆସୋସିଏସନ୍ ଦ୍ୱାରା ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିନ ମଙ୍ଗଳବାର ଆୟୋଜିତ ଦୁଇଟି ରୋମାଞ୍ଚକ ମ୍ୟାଚ୍‌ରେ ଗଞ୍ଜାମ ଓ ବାଲେଶ୍ୱର ବାର ଦଳ […]

ଜୟପୁରରେ ବେଆଇନ ନିର୍ମାଣ ହଟାଇବା – ୧୨ ଟି ଦୋକାନ ବିରୋଧରେ ପୌରପାଳିକାର କାର୍ଯ୍ୟାନୁଷ୍ଠାନ

ଜୟପୁର, ୪/୧୧ ଜୟପୁର ପୌରପାଳିକାର ଅଧିକାରୀମାନେ ସହରାଞ୍ଚଳ ସୌନ୍ଦର୍ଯ୍ୟକରଣର ଅଂଶ ଭାବରେ ବେଆଇନ ଜବରଦଖଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେମାନେ ଜୟନଗର ଛକ ନିକଟରେ ୧୨ଟି ଦୋକାନକୁ ବିନା ଅନୁମତିରେ ନିର୍ମାଣ କରାଯାଇଥିବା […]

ବିଲାସପୁର ରେ ରେଳ ଦୁର୍ଘଟଣା – ଚାରି ମୃତ, ଅନେକ ଆହତ

ବିଲାସପୁର ରେ ରେଳ ଦୁର୍ଘଟଣା – ଚାରି ମୃତ, ଅନେକ ଆହତ ବିଲାସପୁର ୦୪/୧୧, ଛତିଶଗଡ଼ ରାଜ୍ୟର ବିଲାସପୁର ନିକଟରେ ଆଜି ପ୍ରଭାତି ସମୟରେ ଏକ ଭୟାବହ ରେଳ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ […]

ଜୟପୋର ରେ ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ବଡ଼ ଅଭିଯାନ: ବେଆଇନ ପାର୍କିଂ ହଟାଇଲା ପୌରପାଳିକା

କୋରାପୁଟ, ୦୩/୧୧, ଜଯପୁର ରେ ଦୀର୍ଘ ଦିନରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ରାସ୍ତା କଡ଼ର ବେଆଇନ ପାର୍କିଂକୁ ହଟାଇବା ପାଇଁ ପୌରପାଳିକା ଏହି ପଦକ୍ଷେପ ନେଇଛି। ଆଜିର ଏହି ଅଭିଯାନ ଗାନ୍ଧୀ ଚୌକରୁ […]

ମାସରେ ଅଧା ଦିନ ବିଦ୍ୟୁତ୍ ସେବା ଠପ୍ ସ୍ଥାନୀୟ ଯୁବକ ପାଲଟିଛନ୍ତି ଲାଇନ୍ ମ୍ୟାନ୍

ବୈପାରିଗୁଡା,୩/୧୧, ମାସରେ ଅଧା ଦିନ ବିଦ୍ୟୁତ୍ ଯୋଗାଣ ବନ୍ଦ ରହୁଥିବାରୁ ବୈପାରିଗୁଡା ବ୍ଲକର କାଠପଡା ପଞ୍ଚାୟତର ୧୨ ଖଣ୍ଡ ଗ୍ରାମବାସୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ନଥିବା ନେଇ ବିଭାଗୀୟ କାର୍ଯ୍ୟାଳୟକୁ ଅବଗତ […]