ବୈପାରିଗୁଡା,୩/୧୧ , ବୈପାରିଗୁଡା ବ୍ଲକ କୋଲାର ପଞ୍ଚାୟତର ଟିକ୍ରାଗୁଡା ଗ୍ରାମରେ ଜଳ ସଙ୍କଟ ଦେଖାଦେଇଛି। ପ୍ରଶାସନ ଅଚଳ ନଳକୂପ ମରାମତି କରୁନଥିବାରୁ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି। ଟିକ୍ରାଗୁଡା ଗ୍ରାମରେ ୨୫ରୁ […]
Category: Kranti India News
ଜୟପୁର ସରସ୍ୱତି ବାଲ ମନ୍ଦିରରେ ବାର୍ଷିକ ପ୍ରଦର୍ଶନୀ ଉତ୍ସବ ଧାମାକେଦାର ଭାବେ ପାଳିତ ।
ଜୟପୁର,୨/୧୧, ଜୟନଗରସ୍ଥିତ ପାଇକ ସାହିରେ ଅବସ୍ଥିତ ସରସ୍ୱତି ବାଲ ମନ୍ଦିର ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ବହୁ ଆଡ଼ମ୍ବର ଏବଂ ଉତ୍ସାହ ମଧ୍ୟରେ ବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ ଉତ୍ସବ ପାଳିତ ହୋଇସାରିଛି। ପ୍ରଭାତି ୯ଟା ସମୟରେ […]
ଡ଼. ସୁରେଶ ଦାସଙ୍କ ସ୍ମୃତିରେ ଜୟପୁର ସାହିତ୍ୟ ପରିଷଦର ଶୋକ ସଭା — ସ୍ମରଣିକା ପ୍ରକାଶ ପାଇଁ ସିଦ୍ଧାନ୍ତ
ଜୟପୁର, ନଭେମ୍ବର ୨ (ପ୍ରତିନିଧି ): ଜୟପୁର ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଏବଂ ସର୍ବସୁପରିଚିତ ସାହିତ୍ୟ ସେବୀ ଡ଼.ସୁରେଶ ଦାସଙ୍କ ବିୟୋଗରେ ପରିଷଦ ତରଫରୁ ଏକ ସ୍ମୃତି ସଭା ଆୟୋଜିତ ହୋଇ ଯାଇଛି। […]
ଗରିବ ଜିଲ୍ଲାର ଧନୀ ବାବୁ! ୧୦ ମାସରେ ୫୬ ଜଣ ଲାଞ୍ଚୁଆ ଧରିଲା କୋରାପୁଟ ଭିଜିଲାନ୍ସ
କୋରାପୁଟ, ନଭେମ୍ବର ୨: ଗରିବ ଓ ପଛୁଆ ଜିଲ୍ଲା କୋରାପୁଟରେ ଜନସାଧାରଣଙ୍କ ଉନ୍ନତି ପାଇଁ ଆସୁଥିବା ଟଙ୍କାକୁ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନେ ନିଜ ସ୍ଵାର୍ଥ ପାଇଁ ହରିଲୁଟ୍ କରୁଥିବା ତଥ୍ୟ ଆଲୋକିତ ହେଉଛି। କୋରାପୁଟ […]
ଜୟପୁର ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଜାଗୃତି ପାଇଁ ମାରାଥନ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଜୟପୁର, ୨/୧୧, ସାଇବର ଅପରାଧ ରୋକଥାମ ଓ ଲୋକମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ ଜୟପୁର ପୋଲିସ ପକ୍ଷରୁ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ଦିନ ସାଇବର ସୁରକ୍ଷା ମାରାଥନ୍ […]
ଜୟପୁରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ — ଜନମାନସରେ ଜାଗୃତି ସୃଷ୍ଟି କଲା ରାଲି
ଜୟପୁର, ୨/୧୧, ଦୁର୍ନୀତି ହୀନ ସମାଜ ଗଠନ ପାଇଁ ସମସ୍ତଙ୍କ ସାମୂହିକ ଦାୟିତ୍ୱ ଉପରେ ଜୋର ଦେଇ ଏବର୍ଷ ଦୁର୍ନୀତି ନିବାରଣ ସପ୍ତାହ ଜୟପୁର ଉପଖଣ୍ଡରେ ଗମ୍ଭୀରତାର ସହିତ ପାଳିତ ହେଲା। ଅକ୍ଟୋବର ୨୮ […]
କୋରାପୁଟରେ ଆରଏସଏସ ଶତାବ୍ଦୀ ବର୍ଷ ସମାରୋହ – ପଥ ସଞ୍ଚଳନରେ ଦେଶପ୍ରେମର ଉତ୍ସାହ
କୋରାପୁଟ, ୨/୧୨, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ର ଶତାବ୍ଦୀ ବର୍ଷ ପାଳନ ଉପଲକ୍ଷେ କୋରାପୁଟ ଜିଲ୍ଲାରେ ଆଜି ବିଶିଷ୍ଟ ପଥ ସଞ୍ଚଳନ ଆୟୋଜିତ ହୋଇଲା। ଏହି ସଞ୍ଚଳନରେ ଶତାଧିକ ସ୍ୱୟଂସେବକ ଗଣ ବିଭିନ୍ନ […]
ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ମହାସମାରୋହରେ ପାଳିତ
କୋରାପୁଟ, ୧/୧୧, କୋରାପୁଟ ସଦର ମହକୁମାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ମହାସମାରୋହରେ ପାଳିତ ହୋଇଥିଲା। ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଲା କଲେକ୍ଟର ମନୋଜ ସତ୍ୟବାନ ମହାଜନ ଅଧ୍ୟକ୍ଷତା କରିଥିଲେ। […]
କାର୍ତ୍ତିକ ଶୁଦ୍ଧ ଏକାଦଶୀ ଅବସରରେ ଜୟପୁର ବୀରବ୍ରହ୍ମ ଗୋବିନ୍ଦମ୍ବା ମନ୍ଦିରରେ ଏକାମ୍ର ନମଃ ସଂକୀର୍ତ୍ତନ ପାଳିତ
ଜୟପୁର,୧/୧୧, କାର୍ତ୍ତିକ ଶୁଦ୍ଧ ଏକାଦଶୀ ଅବସରରେ ଜୟପୁର ସହର ଭକ୍ତିର ସ୍ଥଳ ହୋଇ ଉଠିଲା। ସହରର ବେଲ୍ ରୋଡ୍ ସ୍ଥିତ ଶ୍ରୀ ଶ୍ରୀ ବୀରବ୍ରହ୍ମ ଗୋବିନ୍ଦମ୍ବା ମନ୍ଦିରରେ ଆଜି ବିଶେଷ ପୂଜା ଏବଂ ଅର୍ଚ୍ଚନା […]
ବୋଲରିଗୁମ୍ମାର ହନୁମାନ ମନ୍ଦିର ପାଖରେ ଜଙ୍ଗଲୀ ଭାଲୁ ବୁଲୁଛନ୍ତି – ଗ୍ରାମବାସୀ ଚିନ୍ତିତ।
କୋରାପୁଟ, ୦୧/୧୧, ବୋରିଗୁମ୍ମା ବ୍ଲକ ମାଲଦା ଗ୍ରାମର ହନୁମାନ ମନ୍ଦିର ପରିସରରେ ସମ୍ପ୍ରତି ଭାଲୁଙ୍କ ଉପସ୍ଥିତି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଗତ କିଛି ଦିନ ଧରି […]
