ସେମିଲିଗୁଡ଼ା ବ୍ଲକରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର – ମୋଟ ୫୦ଟି ଅଭିଯୋଗ ପ୍ରାପ୍ତ ହୋଇଛି।

କୋରାପୁଟ, ୧୭/୧୧, କୋରାପୁଟ ଜିଲ୍ଲାର ସେମିଲିଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ଏକ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅତ୍ୟନ୍ତ ଗୁରୁତ୍ୱର ସହିତ ଆୟୋଜିତ ହୋଇଥିଲା। କୋରାପୁଟ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ତପନ ନାୟକ […]

ଦିଲ୍ଲୀ ବିସ୍ଫୋରଣ ପରେ ଶ୍ରୀକ୍ଷେତ୍ରରେ ହାଇଆଲର୍ଟ, ପୁରୀରେ ବାଜୁଛି ସାଇରନ୍

ପୁରୀ, ୧୦/୧୧, ଜାତୀୟ ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ ଘଟଣା ପରେ ସମଗ୍ର ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ବିଶେଷ କରି ଶ୍ରୀକ୍ଷେତ୍ର ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସାଇରନ୍ ବଜାଇ […]

ବିଜେଡ଼ି ନେତାଙ୍କ ଘରେ ଆଇଟି ରେଡ୍

ଉପନିର୍ବାଚନ ପୂର୍ବରୁ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢ଼ଉ ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟର ପ୍ରମୁଖ ଦାବିଦାର ଥିଲେ ମନୋଜ; କୋମନାସ୍ଥିତ ବାସଭବନରେ ଆଇଟି ରେଡ୍ ଜାରି। ନୂଆପଡ଼ା/ଭୁବନେଶ୍ୱର, 9/11,ନୂଆପଡ଼ା ଉପନିର୍ବାଚନ […]

କଟକରେ ବଡ଼ ଅଘଟଣ: ବାଲକୋନୀ ଭୁଶୁଡ଼ି ୩ ମୃତ, ୧ ଗୁରୁତର

ଏକା ପରିବାରର ତିନି ଜଣଙ୍କ ମୃତ୍ୟୁ; ମୃତକଙ୍କ ମଧ୍ୟରେ ୪ ବର୍ଷର ଶିଶୁ ସାମିଲ; ପୁରୁଣା କୋଠାର ସୁରକ୍ଷା ଉପରେ ପ୍ରଶ୍ନବାଚୀ। କଟକ, 8/11, କଟକ ସହରରେ ଗତକାଲି ସନ୍ଧ୍ୟାରେ ଏକ ଅତ୍ୟନ୍ତ ଦୁଃଖଦ […]

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

କୋରାପୁଟ,୬।୧୧,୨୦୨୨ ମସିହାରୁ ଆରମ୍ଭ ହୋଇଛି ମାଣ୍ଡିଆ ଦିବସ।ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି।ପରିବେଶ ଓ ସ୍ବାସ୍ଥ୍ୟ ପାଇଁ ହିତକର ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଏବଂ ବ୍ୟବହାର ଏହାର ମୂଳ […]

ଜୟପୋର ରେ ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ବଡ଼ ଅଭିଯାନ: ବେଆଇନ ପାର୍କିଂ ହଟାଇଲା ପୌରପାଳିକା

କୋରାପୁଟ, ୦୩/୧୧, ଜଯପୁର ରେ ଦୀର୍ଘ ଦିନରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ରାସ୍ତା କଡ଼ର ବେଆଇନ ପାର୍କିଂକୁ ହଟାଇବା ପାଇଁ ପୌରପାଳିକା ଏହି ପଦକ୍ଷେପ ନେଇଛି। ଆଜିର ଏହି ଅଭିଯାନ ଗାନ୍ଧୀ ଚୌକରୁ […]

କାର୍ତ୍ତିକ ଶୁଦ୍ଧ ଏକାଦଶୀ ଅବସରରେ ଜୟପୁର ବୀରବ୍ରହ୍ମ ଗୋବିନ୍ଦମ୍ବା ମନ୍ଦିରରେ ଏକାମ୍ର ନମଃ ସଂକୀର୍ତ୍ତନ ପାଳିତ

ଜୟପୁର,୧/୧୧, କାର୍ତ୍ତିକ ଶୁଦ୍ଧ ଏକାଦଶୀ ଅବସରରେ ଜୟପୁର ସହର ଭକ୍ତିର ସ୍ଥଳ ହୋଇ ଉଠିଲା। ସହରର ବେଲ୍ ରୋଡ୍ ସ୍ଥିତ ଶ୍ରୀ ଶ୍ରୀ ବୀରବ୍ରହ୍ମ ଗୋବିନ୍ଦମ୍ବା ମନ୍ଦିରରେ ଆଜି ବିଶେଷ ପୂଜା ଏବଂ ଅର୍ଚ୍ଚନା […]