ଜୟପୁର, ୯/୧୧, ଆଜି ଅନୁଷ୍ଠାନ ତରଫରୁ ଚତୁର୍ଥ ପର୍ଯ୍ୟାୟ ପ୍ରତିଯୋଗିତା ଯଥା ଓଡିଶୀ, ଲୋକନୃତ୍ୟ ଓ ଝୋଟି ପ୍ରତିଯୋଗିତା ସ୍ଥାନୀୟ ତାରିଣୀ ଛକ ନିକଟ ବିଜ୍ଞାନ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ […]
Year: 2025
ଓଡ଼ିଶା-୫୦ ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ ଜୟପୁରରେ ଆୟୋଜିତ
“ଆତ୍ମବିଶ୍ବାସ ବିନା ସଫଳତା ମିଳିବ ନାହିଁ” — ଉପଜିଲ୍ଲାପାଳ ଆକାଭରମ ସସ୍ୟା ରେଡ୍ଡୀ ଜୟପୁର, ୯/୧୧, ମହିଳା ସଶକ୍ତୀକରଣ ଓ ସ୍ବାବଲମ୍ବନ ପାଇଁ ଆତ୍ମବିଶ୍ବାସ ଅତ୍ୟାବଶ୍ୟକ ବୋଲି ଉପଜିଲ୍ଲାପାଳ ସୁଶ୍ରୀ ଆକାଭରମ ସସ୍ୟା ରେଡ୍ଡୀ […]
ସୁରକ୍ଷା ବାହିନୀଙ୍କ ଟାର୍ଗେଟରେ ଦୁର୍ଦ୍ଦାନ୍ତ ମାଓ ନେତା ହିଡମା, ଦେବା ଓ ଏରା
* ଦକ୍ଷିଣ ବସ୍ତର ଜଙ୍ଗଲ ଘେରିଲେ ୨ ହଜାର ଯବାନ; ଆସନ୍ତା ଘଣ୍ଟା ମଧ୍ୟରେ ବଡ଼ ଏନ୍କାଉଣ୍ଟର ସମ୍ଭାବନା କୋରାପୁଟ, ୯/୧୧, ଅଭିବ୍ୟକ୍ତ କୋରାପୁଟ ଜିଲ୍ଲାର ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳରେ ମାଓବାଦୀ ବିରୋଧୀ […]
ଜୟପୁରରେ ପାଳିତ ହେଲା ଜାତୀୟ ଆଇନ ସେବା ଦିବସ; ସଚେତନତା ଉପରେ ଗୁରୁତ୍ୱ
ଜିଲ୍ଲା ଜଜ୍ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ; ଲୋକ ଅଦାଲତ, ମଧ୍ୟସ୍ଥତା ଓ ଆପୋଷ ସମାଧାନ ମାଧ୍ୟମରେ ଆଇନ ସେବାର ପହଞ୍ଚ ଉପରେ ଆଲୋକପାତ। ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଜୟପୁର […]
ବିଜେଡ଼ି ନେତାଙ୍କ ଘରେ ଆଇଟି ରେଡ୍
ଉପନିର୍ବାଚନ ପୂର୍ବରୁ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢ଼ଉ ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟର ପ୍ରମୁଖ ଦାବିଦାର ଥିଲେ ମନୋଜ; କୋମନାସ୍ଥିତ ବାସଭବନରେ ଆଇଟି ରେଡ୍ ଜାରି। ନୂଆପଡ଼ା/ଭୁବନେଶ୍ୱର, 9/11,ନୂଆପଡ଼ା ଉପନିର୍ବାଚନ […]
କଟକରେ ବଡ଼ ଅଘଟଣ: ବାଲକୋନୀ ଭୁଶୁଡ଼ି ୩ ମୃତ, ୧ ଗୁରୁତର
ଏକା ପରିବାରର ତିନି ଜଣଙ୍କ ମୃତ୍ୟୁ; ମୃତକଙ୍କ ମଧ୍ୟରେ ୪ ବର୍ଷର ଶିଶୁ ସାମିଲ; ପୁରୁଣା କୋଠାର ସୁରକ୍ଷା ଉପରେ ପ୍ରଶ୍ନବାଚୀ। କଟକ, 8/11, କଟକ ସହରରେ ଗତକାଲି ସନ୍ଧ୍ୟାରେ ଏକ ଅତ୍ୟନ୍ତ ଦୁଃଖଦ […]
ଜୟପୁର କନ୍ୟାପାରାମେଶ୍ୱରୀ ମନ୍ଦିର ଜ୍ୱାଳା ତୋରଣମ୍ ଦାନ – ଭକ୍ତଙ୍କ ଭିଡ଼।
ଜୟପୁର, ୬/୧୧, କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଜୟପୁରମ କନ୍ୟାପାରାମେଶ୍ୱରୀ ମନ୍ଦିରରେ ମଙ୍ଗଳବାର ସନ୍ଧ୍ୟାରେ ଜ୍ୱାଳା ତୋରଣମ୍ ଦାନ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ପାରମ୍ପରିକ ଭାବରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ପାଇଁ ସହରବାସୀ ଏବଂ […]
ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀ ପାଳନ – ଅନୁଗାମୀମାନେ ଜନସେବାର ମନୋଭାବକୁ ମନେ ରଖନ୍ତି
କୋରାପୁଟ,୬/୧୧, କୋରାପୁଟ ଜିଲ୍ଲାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀରେ ସ୍ଥାନୀୟ ଲୋକ ଏବଂ ଅନୁଗାମୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନେକ କହିଛନ୍ତି ଯେ ଜନସେବା ପ୍ରତି ତାଙ୍କର […]
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାରା ଓଡ଼ିଶାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ମଧ୍ୟ ଏହି ପର୍ବ ଅତ୍ୟନ୍ତ ନିଷ୍ଠା ଓ ଉତ୍ସାହର ସହ ପାଳନ କରାଯାଉଛି।
କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭକ୍ତିର ପରିବେଶ ସୃଷ୍ଟି ହୋଇଥିଲା। ଜିଲ୍ଲାରେ ବହୁ ସଂଖ୍ୟାରେ ବାସ କରୁଥିବା ଓଡ଼ିଆ,ତେଲୁଗୁ ଲୋକମାନେ ହିନ୍ଦୁ ପରମ୍ପରାକୁ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିଥିଲେ। ଭକ୍ତମାନେ […]
କୋଟପାଡ କୋର୍ଟ ପରିସରରେ ସର୍କିଟ କୋର୍ଟ ଉଦଘାଟନ – ଜିଲ୍ଲା ଜଜ୍ ପି.କେ. ମହନ୍ତଙ୍କ ଦ୍ୱାରା ଉଦଘାଟନ ଉତ୍ସବ
କୋରାପୁଟ, ୬ /୧୧, କୋରାପୁଟ ଜିଲ୍ଲାର କୋଟପାଡ କୋର୍ଟ ପରିସରରେ ଆଜି ଏକ ସର୍କିଟ କୋର୍ଟ ଉଦଘାଟନ ହୋଇଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ଥାପିତ ଏହି କୋର୍ଟକୁ ଜିଲ୍ଲା ଜଜ୍ ପ୍ରଦୀପ ମହାନ୍ତ ଆନୁଷ୍ଠାନିକ […]
