ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ: ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
Year: 2026
ଫେରିଲେ ନିଖୋଜ ୩ ଛାତ୍ରୀ: ବୋରିଗୁମ୍ମା ପୋଲିସ ଓ ଅଭିଭାବକଙ୍କୁ ମିଳିଲା ଆଶ୍ୱସ୍ତି
ବୋରିଗୁମ୍ମା (ବ୍ୟୁରୋ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ପଢେଇଗୁଡା ଆଶ୍ରମ ବିଦ୍ୟାଳୟରୁ ନିଖୋଜ ହୋଇଥିବା ତିନିଜଣ ଛାତ୍ରୀ ସୁରକ୍ଷିତ ଭାବେ ଫେରିଛନ୍ତି। ସେମାନେ ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିବା ସୂଚନା ମିଳିଛି। […]
ଅବିଭକ୍ତ କୋରାପୁଟ ଜିଲ୍ଲାରେ ‘ପୁଷ୍ ପୁନି’ର ଉତ୍ସାହ: ଉତ୍ସବମୁଖର ଜୟପୁର ସହର
ଜୟପୁର (ବ୍ୟୁରୋ): ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଜୟପୁର ସହରରେ ଆଜି ପାରମ୍ପରିକ କୃଷିଭିତ୍ତିକ ପର୍ବ ‘ପୁଷ୍ ପୁନି’ ବା ପୌଷ ପୂର୍ଣ୍ଣମୀ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି। ପ୍ରକୃତି ପ୍ରତି […]
ନୂଆଗାଁ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ନୂଆଗାଁ/ବୋରିଗୁମ୍ମା (ନି.ପ୍ର): ସ୍ଥାନୀୟ ଏସ.ଏସ.ଡି ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆଗାଁ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ଉକ୍ତ ସଭାରେ ବୋରିଗୁମ୍ମା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶ୍ରୀ ସୋନାଲି ନାୟକ […]
ପରମ୍ପରା ବନାମ ଆଧୁନିକତା: ଏବେବି ବଜାୟ ରହିଛି ପୁଷପୁନିର ମୌଳିକତା
ବୋରିଗୁମ୍ମା,ବି.ସିଂହପୂର୍ : “ପାନିଆ ଝୁନିଆଁ ମୁଠେକ୍ ଚାଉଲ୍ ଦିଆ କିନା, ଦେଲେ ଦିଆ ନହେଲେ ନାଇ ଯିବୁ ଆମେ ଘରେ ଗୋ ଯିବୁ ଆମେ ଘର୍…।” ଆଦିବାସୀ ଅଧ୍ୟୁଷିତ ଗାଁ ଦାଣ୍ଡରେ ଏବେ ଶୁଭୁଛି […]
ଭାରତମାଳା କ୍ୟାମ୍ପରୁ ଚୋରି ଘଟଣାର ପର୍ଦ୍ଦାଫାସ: ୩ ଗିରଫ, ବିପୁଳ ପରିମାଣର ଲୁହା ସାମଗ୍ରୀ ଜବତ
ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଜି. ଇଚ୍ଛା ଭାରତମାଳା କ୍ୟାମ୍ପରୁ ହୋଇଥିବା ଚୋରି ଘଟଣାରେ ବୋରିଗୁମ୍ମା ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଏହି ଘଟଣାର ତ୍ୱରିତ ତଦନ୍ତ କରି […]
ମୁମ୍ବାଇ କୁର୍ଲାରେ ଟ୍ରେନ୍ରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବଗି, ଅଳ୍ପ ସମୟ ପାଇଁ ରେଳ ସେବା ବାଧାପ୍ରାପ୍ତ
ମୁମ୍ବାଇ, ୮ ଜାନୁଆରୀ: ଆଜି ମୁମ୍ବାଇର କୁର୍ଲା ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ସୂଚନା ଅନୁଯାୟୀ, ଏଠାରେ ଏକ ଆବର୍ଜନା ବା ମାଲବା ବୋହୁଥିବା ଟ୍ରେନ୍ (Muck Special Train)ର ଏକ […]
କୋରାପୁଟରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ: କଫି, ମାଣ୍ଡିଆ ଓ କଳାଜିରାର ହେବ ସ୍ୱତନ୍ତ୍ର ପ୍ରଦର୍ଶନ
କୋରାପୁଟ : ଆଗାମୀ ଜାନୁୟାରୀ ୨୬ ତାରିଖ ଦିନ କୋରାପୁଟ ଜିଲ୍ଲାରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରାଯିବ। ଏନେଇ ଜିଲ୍ଲା ସଦରମହକୁମା ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ […]
ଆରପିଏମ (RPM) ବିହାର ରାଜ୍ୟ ଶାଖା ଗଠନ ନେଇ ପ୍ରାଥମିକ ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ/ପାଟନା: ରାଷ୍ଟ୍ରୀୟ ସାମ୍ବାଦିକ ମହାସଂଘ (ଆରପିଏମ) ପକ୍ଷରୁ ବିହାର ରାଜ୍ୟ ଶାଖା ଗଠନ ଏବଂ ପ୍ରତିଷ୍ଠା ସମାରୋହର ପ୍ରସ୍ତୁତି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକ ବୈଠକ ଗୁଗଲ୍ ମିଟ୍ ମାଧ୍ୟମରେ ସଫଳତାର ସହ ଅନୁଷ୍ଠିତ […]
କୋରାପୁଟରେ ବିଭାଜନ ସ୍ତରୀୟ ‘ପାଣି ପଞ୍ଚାୟତ ପକ୍ଷ’ ପାଳିତ
କୋରାପୁଟରେ ବିଭାଜନ ସ୍ତରୀୟ ‘ପାଣି ପଞ୍ଚାୟତ ପକ୍ଷ’ ପାଳିତ
