ପରବର ତୃତୀୟ ସନ୍ଧ୍ୟା: କୋରାପୁଟ କଫି ଓ ମିଲେଟ୍‌ର ପ୍ରଶଂସା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

କୋରାପୁଟ, ୨୦/୧୨ : କୋରାପୁଟର ପ୍ରସିଦ୍ଧ ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ-୨୦୨୫’ର ତୃତୀୟ ରଜନୀ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ […]

ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିଲା ମାଆ! ଜୟପୁରରେ ଉତ୍ତେଜନା; ପୋଲିସ୍ ଦ୍ୱାରା ଉଦ୍ଧାର

କୋରାପୁଟ: ଜୟପୁର ଇରିଗେସନ୍ କଲୋନୀ ସ୍ଥିତ ଏକ ବସ୍ତିରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିବା ଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ତେବେ […]

ପରବ ୨୦୨୫ ଉପଲକ୍ଷେ କୋରାପୁଟରେ ‘କ୍ରସ୍ କଣ୍ଟ୍ରି ରନ୍’ ଅନୁଷ୍ଠିତ; ୯୦୦ ଯୁବକଯୁବତୀଙ୍କ ଭାଗିଦାରୀ

କୋରାପୁଟ: ଆଗାମୀ ପରବ-୨୦୨୫ ଉପଲକ୍ଷେ ଆଜି କୋରାପୁଟରେ ବିଏସ୍‌ଏଫ୍ (BSF) ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଭାଗିତାରେ ‘କ୍ରସ୍ କଣ୍ଟ୍ରି ରନ୍ କୋରାପୁଟ’ ସଫଳତାର ସହ ଆୟୋଜିତ ହୋଇଯାଇଛି। କୋରାପୁଟ ପୋଲିସ୍ ପଡ଼ିଆଠାରୁ ଆରମ୍ଭ […]

⚖️ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୬,୫୧୫ ମାମଲାର ଫଇସଲା; ୫ କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ଧାର୍ଯ୍ୟ

ଚମ୍ପାପଦର ପଞ୍ଚାୟତରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ: ୨୭ଟି ଆବେଦନ ଗୃହୀତ ଜୟପୁର/କୋରାପୁଟ, ୧୩/୧୨: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶକ୍ରମେ ଆଜି କୋରାପୁଟ ଜିଲ୍ଲାରେ ୪ର୍ଥ ରାଷ୍ଟ୍ରୀୟ […]

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ପୁରସ୍କୃତ

ଜୟପୁର: ମାନ୍ୟବର ଓଡ଼ିଶା ହାଇକୋର୍ଟ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୨୩, ୨୦୨୫ ରିଖରେ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଆଜି ପୁରସ୍କାର ବିତରଣ […]

ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ; ଶହ ଶହ ଛାତ୍ରଛାତ୍ରୀଙ୍କ ଭାଗିଦାରୀ

ଜୟପୁର, ୧୩।୧୨ : ସ୍ଥାନୀୟ ହାତୀଶାଳ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ସେଣ୍ଟ […]

ଉଜ୍ୱଳା ଯୋଜନାରେ ଆଉ ୨୫ ଲକ୍ଷ ସଂଯୋଗ; କୋରାପୁଟରେ ଇଣ୍ଡିଆନ ଅଏଲ୍‌ର ସାମ୍ବାଦିକ ସମ୍ମିଳନୀ

କୋରାପୁଟ: ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା (PMUY) ଅଧୀନରେ କେନ୍ଦ୍ର ସରକାର ଆଉ ୨୫ ଲକ୍ଷ ଅତିରିକ୍ତ ମାଗଣା ଏଲପିଜି ସଂଯୋଗକୁ ଅନୁମୋଦନ କରିବା ପରେ ଆଜି କୋରାପୁଟରେ ଇଣ୍ଡିଆନ ଅଏଲ୍ କର୍ପୋରେସନ ଲିମିଟେଡ୍ (IOCL) […]

ରେଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ କ୍ରୀଡ଼ା ଉତ୍ସବ ସମାପ୍ତ; ଢେମସା ନୃତ୍ୟ ପରିବେଷଣ

ସେମିଲିଗୁଡ଼ା, ୧୩।୧୨: ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ରେଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ) ଠାରେ ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ କ୍ରୀଡ଼ା […]

ନବରଙ୍ଗପୁର ଲୋକ ମହୋତ୍ସବ ‘ମଣ୍ଡେଇ ୨୦୨୫’ ଆରମ୍ଭ; ଶୋଭାଯାତ୍ରା ଓ ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଲୋକସଂସ୍କୃତି, କଳା ଏବଂ ଐତିହ୍ୟର ପ୍ରତୀକ ଭବ୍ୟ ‘ମଣ୍ଡେଇ ମହୋତ୍ସବ ୨୦୨୫’ ଆଜିଠାରୁ ମହା ଆଡମ୍ବର ସହକାରେ ଆରମ୍ଭ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ […]

କାଲିଆମାଳି ପାହାଡ ରେ ଆୟୋଜିତ ହେଲା ପରବ ମାଉଣ୍ଟ ଟ୍ରେକିଙ୍ଗ

ନାରାୟଣପାଟଣା,୧୩/୧୨,କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ବର୍ଷ ପରବ ୨୦୨୫ ର ପର୍ବତାରୋହଣ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆଜି ନାରାୟଣପାଟଣା ବ୍ଲକ ବିଜାଘାଟି ପଂଚାୟତ ଝଡିପଦର ନିକଟ କାଲିଆ ମାଳି ପାହାଡ ରେ ବେଶ ଆଡ଼ମ୍ବର […]