ମୁଖ୍ୟ ଅତିଥି ଭାବେ BDO ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତି ବୋରିଗୁମ୍ମା, ୧୨/୧୨ : ସାମାଜିକ ଦାୟିତ୍ୱବୋଧର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରି HDFC ବ୍ୟାଙ୍କର ବୋରିଗୁମ୍ମା ଶାଖା ପକ୍ଷରୁ ଗତକାଲି ସ୍ଥାନୀୟ ଅଞ୍ଚଳରେ […]
Category: Kranti India News ଓଡ଼ିଆ
ବୋରିଗୁମ୍ମା ଏସ୍.ଏସ୍.ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ
ବୋରିଗୁମ୍ମା/ନୂଆଗାଁ: ଆଜି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସରକାରୀ (ଏସ୍.ଏସ୍.ଡି.) ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆଗାଁ ଠାରେ ୨୦୨୫ ମସିହାର ବାର୍ଷିକ କ୍ରୀଡ଼ା ଉତ୍ସବ ଆରମ୍ଭ ହୋଇଯାଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି […]
ମାଲକାନଗିରି ଆଇନ ଶୃଙ୍ଖଳା ସ୍ଥିତି: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ଉପୁଜିଥିବା ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ବିଭିନ୍ନ ଦିଗକୁ […]
ବୋରିଗୁମ୍ମାରେ ଖରିଫ ମଣ୍ଡି ଉଦ୍ଘାଟନ: ଚଳିତ ବର୍ଷ ସାଧାରଣ ଧାନ ଦର କ୍ୱିଣ୍ଟାଲ ପିଛା ₹୨୩୬୯ ଧାର୍ଯ୍ୟ; ଟୋକନ୍ ସମସ୍ୟା ଦୂର କରିବାକୁ ପ୍ରଶାସନର ପ୍ରତିଶ୍ରୁତି
କୋରାପୁଟ, ବୋରିଗୁମ୍ମା, ଡିସେମ୍ବର ୧୧: କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବୋରିଗୁମ୍ମା ବ୍ଲକ୍ର ପୁରୁଣା ବୋରିଗୁମ୍ମା ସ୍ଥିତ ଆର୍.ଏମ୍.ସି. (RMC) ବଜାର ପ୍ରାଙ୍ଗଣରେ ଚଳିତ ଖରିଫ ଋତୁ ପାଇଁ ଧାନ ମଣ୍ଡିକୁ ଆନୁଷ୍ଠାନିକ […]
ଗମେଣ୍ଟ ୟୁ.ପି.ଏସ୍. କ୍ଲଷ୍ଟରରେ ‘ଶିକ୍ଷାସଭା’ ଓ ‘ଭାରତୀୟ ଭାଷା ଉତ୍ସବ’ ପଦଯାତ୍ରା ଅନୁଷ୍ଠିତ: ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ
ଜୟପୁର, ୧୦/୧୨ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ଆସ ସ୍କୁଲ୍ ଯିବା’ ଅଭିଯାନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଆଜି ତା ୧୦.୧୨.୨୦୨୫ ରିଖ ବୁଧବାର ଦିନ ଜୟପୁର […]
ଜୟପୁରରେ ଉତ୍ସାହର ସହ ପାଳିତ ହେଲା ୭୭ତମ ମାନବାଧିକାର ଦିବସ; ଦୁର୍ବଳ ବର୍ଗଙ୍କୁ ଆଇନ ସହାୟତା ଯୋଗାଇବା ଉପରେ ଗୁରୁତ୍ୱ
ଜୟପୁର, ୧୦/୧୨ : କୋରାପୁଟସ୍ଥିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA), ଜୟପୁର ୟୁନାଇଟେଡ୍ ଏବଂ ଫର୍ ହ୍ୟୁମାନ୍ ରାଇଟ୍ସ – ଓଡ଼ିଶା ଚାପ୍ଟର ମିଳିତ ଆନୁକୂଲ୍ୟରେ ଆଜି ଜୟପୁରର ଗୁଡ୍ ସେଫର୍ଡ ପବ୍ଲିକ୍ […]
ଗୌରବ ଜାତୀୟ ଉତ୍ସବ ପୂର୍ବରୁ କୋରାପୁଟରେ ବଡ଼ ଧରଣର ଉଚ୍ଛେଦ ଅଭିଯାନ; ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୌର ପ୍ରଶାସନ ଓ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନ
କୋରାପୁଟ, ଡିସେମ୍ବର ୧୧ : ଗୌରବ ଜାତୀୟ ଉତ୍ସବକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଆଜି କୋରାପୁଟ ଜିଲ୍ଲା ମୁଖ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସମସ୍ତ ଜବରଦଖଲ […]
ଆଜି ସମ୍ବିଧାନ ଦିବସ: ଆଇନ ଓ ଗଣତନ୍ତ୍ରର ମହାନ୍ ଗ୍ରନ୍ଥକୁ ସ୍ମରଣ
ଭୁବନେଶ୍ୱର/ନୂଆଦିଲ୍ଲୀ, ବୁଧବାର, ନଭେମ୍ବର ୨୬, ୨୦୨୫: ଆଜି ହେଉଛି ଭାରତର ଗଣତାନ୍ତ୍ରିକ ଇତିହାସର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ, ସମ୍ବିଧାନ ଦିବସ। ଏହାକୁ ଜାତୀୟ ଆଇନ ଦିବସ ଭାବରେ ମଧ୍ୟ ପାଳନ କରାଯାଏ। ଭାରତରେ […]
ରାଜ୍ୟ ବିଜେପିର ସାଂଗଠନିକ ପରିବର୍ତ୍ତନ: ମୋର୍ଚ୍ଚା ସଭାପତି ଓ ୩୭ ଜିଲ୍ଲା ପ୍ରଭାରୀ ଘୋଷଣା
ଭୁବନେଶ୍ୱର, ୦୯/୧୨: ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଆଜି ଦଳର ସାଂଗଠନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ଦଳର ସମସ୍ତ ମୋର୍ଚ୍ଚା ପାଇଁ […]
କୋରାପୁଟରେ ଜିଲ୍ଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟି ବୈଠକ: ୨.୪୧ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଲକ୍ଷ୍ୟ
କୋରାପୁଟ: ଜିଲ୍ଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଜିଲ୍ଲାରୁ ୨ ଲକ୍ଷ ୪୧ ହଜାର କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ […]
