କୁକୁଡ଼ା ବୋଝେଇ ଭ୍ୟାନ୍–କାର୍ ମୁହାଁମୁହିଁ ଧକ୍କା, ୫ ଆହତ

ଡ୍ରାଇଭର ଓ ବୃଦ୍ଧା ଗୁରୁତର, ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ଜୟପୁର, ୨୮/୧୨ : କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଅଞ୍ଚଳ ଅନ୍ତର୍ଗତ ପେଟା ମାଳିଗୁଡ଼ା ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୁନ୍ଦୁରା […]

୧୪୦ତମ କଂଗ୍ରେସ ଦଳ ପ୍ରତିଷ୍ଠା ଦିବସ ପାଳିତ

ଜୟପୁର,୨୮/୧୨ : କୋରାପୁଟ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ, ଜୟପୁର ଠାରେ ୧୪୦ତମ କଂଗ୍ରେସ ଦଳ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଲ୍ଲାସର ସହିତ ପାଳନ କରାଯାଇଛି। ଏହି ଅବସରରେ ଜୟପୁର ପୌର ପରିଷଦ […]

ଡେଙ୍ଗପଦରରୁ ରାଜକୀୟ ବିଦାୟ ନେଲେ ଫାର୍ମାସିଷ୍ଟ କେଶବ ଆଚାର୍ଯ୍ୟ: ଭାବବିହ୍ୱଳ ହେଲେ ଗ୍ରାମବାସୀ

ବୋରିଗୁମ୍ମା : ଦୀର୍ଘ ୨୩ ବର୍ଷର ନିରବଚ୍ଛିନ୍ନ ସେବା, ଆଉ ସେହି ସେବା ପାଇଁ ଆଜି ଜଣେ ସରକାରୀ କର୍ମଚାରୀଙ୍କୁ ମିଳିଛି ଅଭୂତପୂର୍ବ ସମ୍ମାନ। ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଡେଙ୍ଗପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର […]

କୋରାପୁଟ ଜିଲ୍ଲାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୨ଟି ନୂତନ ଶାଖା ଉଦଘାଟିତ

ଜୟପୁର, ୨୫/୧୨: କୋରାପୁଟ ଜିଲ୍ଲାରେ ବ୍ୟାଙ୍କିଂ ସେବାକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ପକ୍ଷରୁ ଏକାଭିମୁଖୀ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ବୁଧବାର (୨୪ ଡିସେମ୍ବର) […]

ଜିଲ୍ଲା ସ୍ତରୀୟ ‘ସୁଶାସନ ଦିବସ’ ଓ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲା ସ୍ତରୀୟ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ସଭାପତିତ୍ୱରେ […]

ସମ୍ବଲପୁର ବନ୍ଦୋବସ୍ତ ଅଫିସରଙ୍କ ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍: କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

ସମ୍ବଲପୁର/ବରଗଡ଼, ୨୪ ଡିସେମ୍ବର (ଓଡ଼ିଆ ପୁଅ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ବନ୍ଦୋବସ୍ତ ଅଫିସରଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ (Senior Revenue Assistant) ବାସୁଦେବ ଭୋଇଙ୍କ ଉପରେ କଡ଼ା ପ୍ରହାର […]

ମଣ୍ଡି ଅବ୍ୟବସ୍ଥା ଓ ଚାଷୀ ହୀନସ୍ତା ପ୍ରତିବାଦରେ କଂଗ୍ରେସର ଗର୍ଜନ: ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

୨୩/୧୨,କୋରାପୁଟ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଏବଂ ଚାଷୀଙ୍କୁ କରାଯାଉଥିବା ହଇରାଣ ହରକତ ବିରୋଧରେ ଜିଲ୍ଲା କଂଗ୍ରେସ କମିଟି ରଣହୁଙ୍କାର ଦେଇଛି। ଏହାର ପ୍ରତିବାଦରେ ଆଜି ଦଳ ପକ୍ଷରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ […]

କୁମୁଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ବିକ୍ରମ ଦାସଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ କୁମୂଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଲୋକପ୍ରିୟ ଫାର୍ମାସିଷ୍ଟ ବିକ୍ରମ କୁମାର ଦାସଙ୍କ ବଦଳି ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ଏକ ବିଦାୟ […]

ବୋରିଗୁମ୍ମାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୬ଟି ଯାକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ଶୂନ୍ୟ

ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବର୍ତ୍ତମାନ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଅଞ୍ଚଳର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (PHC)ରେ ଏକକାଳୀନ ଫାର୍ମାସିଷ୍ଟ ପଦବୀ […]

କୋରାପୁଟର ବିକାଶ ପାଇଁ ୫୪୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

କୋରାପୁଟର ବିକାଶ ପାଇଁ ୫୪୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ • ‘ପରବ-୨୦୨୫’ର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ କହିଲେ: କୋରାପୁଟ ମାଟି ବାଣ୍ଟେ ଶାନ୍ତି ଓ ଭଲପାଇବାର ମହକ • ୮୬ଟି […]