ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି -୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା ନୂଆପଡା, ୨୪/୧୦ ୭୧-ନୂଆପଡା ବିଧାନସଭା ଉପନିର୍ବାଚନ ନେଇ ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ […]
Category: Kranti India News
କୋରାପୁଟ ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତାରେ ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋରାପୁଟ ପ୍ରଥମ ସ୍ଥାନ ଅଧିକାର କଲା
ଜୟପୁର, ୨୨ /୧୦, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା ଭୁବନେଶ୍ୱର ଓ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୟପୁର ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ […]
ସୁନାବେଢାରେ ୧୫ ଦିନିଆ ନାଟ୍ୟ ତାଲିମ ଶିବିର ଶେଷ; ଜୟପୁରର ସୁଦୀପ୍ତା ମହାପାତ୍ର (ପିଙ୍କୁ) ସମ୍ମାନିତ
କୋରାପୁଟ, ୨୨/୧୦ , ଓଡିଶା ନାଟ୍ୟ ସଂଘ, ଦକ୍ଷିଣାଞ୍ଚଳ ନାଟ୍ୟ ସଂଘ ଏବଂ ସ୍ୱର୍ଣ୍ଣ ମିଗ୍ ସାଂସ୍କୃତିକ ସଂଘ ଦ୍ୱାରା ମିଳିତ ଭାବରେ ଆୟୋଜିତ ୧୫ ଦିନିଆ ନାଟ୍ୟ ତାଲିମ ଶିବିର ଅକ୍ଟୋବର ୧୯ […]
ସ୍ଥାପନ ପରବର୍ତ୍ତୀ ରକ୍ଷଣବେକ୍ଷଣ ବ୍ୟବସ୍ଥା ନଥିବାରୁ ଜଳୁନି “ଷ୍ଟ୍ରିଟ ଲାଇଟ” ଅନ୍ଧାରରେ ଅଞ୍ଚଳ
ବୈଦ୍ୟୁତିକ ବର୍ଜ୍ୟବସ୍ତୁରେ ପରିପୂର୍ଣ୍ଣ ଗାଁ ଗହଳି କୋରାପୁଟ/ନନ୍ଦପୁର ,୨୨/୧୦, କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତର ଗ୍ରାମାଞ୍ଚଳର ସାହି, ଗଳି କନ୍ଦି, ଗାଁ ରାସ୍ତା, ହାଟ, ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ, ମନ୍ଦିର, […]
ଜୟପୁରରେ ସଫେଇ କର୍ମଚାରୀଙ୍କୁ କିଟ୍ ବଣ୍ଟନ, ଗାରିମା ଯୋଜନା ଅଧୀନରେ ନାଗରିକ କାର୍ଯ୍ୟ
ଜୟପୁରରେ ସଫେଇ କର୍ମଚାରୀଙ୍କୁ କିଟ୍ ବଣ୍ଟନ, ଗାରିମା ଯୋଜନା ଅଧୀନରେ ନାଗରିକ କାର୍ଯ୍ୟ
କୋରାପୁଟ ଜିଲ୍ଲାର ଆଦିବାସୀ ମହୋତ୍ସବ ପରବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
କୋରାପୁଟ ଜିଲ୍ଲାର ଆଦିବାସୀ ମହୋତ୍ସବ ପରବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
ଚିନ୍ତୁ ର ନିକଟରେ ସଡ଼କ ଦୁର୍ଘଟଣା – ବିଏସଏଫ ଯବାନଙ୍କ ମୃତ୍ୟୁ, ୬ ଆହତ
କୋରାପୁଟ, ୨୧ /୧୦ , ଆଜି ଭୋର ସମୟରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ମାଲକାନାଗରୀର ଚାଟି ଗୋରେଲାଗୁଡେମ-କୁନାଭରମ ଜଙ୍କସନରେ ଏକ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛିଆନ୍ଧ୍ର ପ୍ରଦେଶ ଚିନ୍ତୁର ମଣ୍ଡଳ। ଖମ୍ମମରୁ ମାଲକାନାଗରୀ ଜିଲ୍ଲାର […]
ବି. ସିଂହପୁରରେ ପୁଣି ଭାଲୁ ଆତଙ୍କ : ବିଦ୍ୟୁତ୍ ବିଭାଗ ଅଫିସ ପରିସରରେ ଦେଖା ଦେଲେ ତିନିଟି ଭାଲୁ
କୋରାପୁଟ: ବୋରିଗୁମ୍ମା , ୨୧ /୧୦ , ବି. ସିଂହପୁର ଅଞ୍ଚଳରେ ଭାଲୁ ଆତଙ୍କ ଦିନକୁ ଦିନ ବଢ଼ି ଚାଲିଛି। ଗତ ଏକ ମାସ ମଧ୍ୟରେ ଏପର୍ଯ୍ୟନ୍ତ ୩ ଜଣ ଆହତ ହୋଇଥିବା ସହ […]
ମୁଖ୍ୟଧାରାକୁ ଫେରି ପ୍ରଥମ ଦୀପାବଳି ପାଳିଲେ ପୂର୍ବତନ ମାଓବାଦୀ ମହିଳାମାନେ
କୋରାପୁଟ, ୨୧/୧୦, ଅଭିବ୍ୟକ୍ତ କୋରାପୁଟ ଜିଲ୍ଲା ନବରଙ୍ଗପୁର ରାଇଘର ଓ ଛତିଶଗଡ଼ ସୀମାଞ୍ଚଳର ଗାରିଆବନ୍ଧ ଅଞ୍ଚଳରେ ଏବେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି — ଯେଉଁଠି ଜଙ୍ଗଲରେ ବର୍ଷକାଳ ଧରି ଗୁଳିବାରୁଦର ଜୀବନ […]
ଶିକ୍ଷାନୁଷ୍ଠାନରେ ବୈଠକ ନେଇ ବିଜେଡିର ଫେରାଦ — ବିଜେପି ଉପରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ
କୋରାପୁଟ, ୨୧ /୧୦ , କୋରାପୁଟ ଜିଲ୍ଲାରେ ନିର୍ବାଚନ ଆଚରଣବିଧି ଜାରି ଥିବା ସମୟରେ ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ବିଜେପି ନେତା ଓ କର୍ମୀମାନେ ବୈଠକ କରିଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ବିଜୁ […]
