ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କୋରାପୁଟ, ୧୩/୦୧ : ଆସନ୍ତା ଜାନୁଆରୀ ୨୫ ତାରିଖରେ ପାଳନ ହେବାକୁ ଥିବା ଜାତୀୟ ମତଦାତା ଦିବସ-୨୦୨୬ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ […]
Tag: କୋରାପୁଟ
କୋରାପୁଟରେ ଜିଲ୍ଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟି ବୈଠକ: ୨.୪୧ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଲକ୍ଷ୍ୟ
କୋରାପୁଟ: ଜିଲ୍ଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଜିଲ୍ଲାରୁ ୨ ଲକ୍ଷ ୪୧ ହଜାର କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ […]
ପଲ୍ଲୀ ରେ ପ୍ରଶାସନ: ବି. ସିଂହପୁର୍ ରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଏଡିଓ ମାଧୁରୀ ଆଚାରୀଙ୍କ ଉପସ୍ଥିତିରେ ୨୪ଟି ଅଭିଯୋଗ ଦାଖଲ ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବିସିଙ୍ଗପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। […]
କୋରାପୁଟରେ ଶିକ୍ଷକଙ୍କ ପାଇଁ ଦୁଇ ଦିନିଆ କର୍ମଶାଳା: ଦଶମ ପରୀକ୍ଷା ଫଳରେ ଉନ୍ନତି ଲକ୍ଷ୍ୟ
କୋରାପୁଟ, : ଆଗାମୀ ବାର୍ଷିକ ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ପ୍ରଦର୍ଶନ ଓ ଅଧିକ ପାସ୍ ହାର ଲକ୍ଷ୍ୟରେ କୋରାପୁଟ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ଏକ […]
ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ : ଆସନ୍ତା ଡିସେମ୍ବର ୧୩ ତାରିଖରେ ସମସ୍ତ ବିବାଦର ସହମତିରେ ହେବ ସମାଧାନ
କୋରାପୁଟ-ଜୟପୁର ସମେତ ସମସ୍ତ କୋର୍ଟ ପରିସରରେ ଅନୁଷ୍ଠିତ ହେବ ଅଦାଲତ ଜୟପୁର, ୩/୧୨ : ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ (SLSA)ଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଡିସେମ୍ବର […]
ଜିଲ୍ଲାସ୍ତରୀୟ ପାୱାର ଲିଫ୍ଟିଙ୍ଗ ପ୍ରତିଯୋଗିତା ଉଦଘାଟିତ
ପରବ ଉତ୍ସବ ଉପଲକ୍ଷେ ଦୁଇ ଦିନିଆ ପ୍ରତିଯୋଗିତା ଆରମ୍ଭ କୋରାପୁଟ, ୨/୧୨: ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ‘ପରବ ୨୦୨୫’ ପାଳନ ଅବସରରେ ଆଜି ସ୍ଥାନୀୟ ପୌରପାଳିକା ଜିମ୍ ଠାରେ ଜିଲ୍ଲାସ୍ତରୀୟ ପାୱାର ଲିଫ୍ଟିଙ୍ଗ […]
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ‘ଜଳବାୟୁ ଅନୁକୂଳ କୃଷି’ ପ୍ରକଳ୍ପର ଉଦ୍ଘାଟନ କର୍ମଶାଳା ଅନୁଷ୍ଠିତ
କୋରାପୁଟ, ତା- ୨/୧୨: କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ରକ୍ଷା କରିବା ଲକ୍ଷ୍ୟରେ ଆଜି କୋରାପୁଟ ସ୍ଥିତ ସଦଭାବନା ସଭାଗୃହ ଠାରେ ‘କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଜଳବାୟୁ […]
ଲମତାପୁଟରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି; ୨୮ଟି ଅଭିଯୋଗର ଶୁଣାଣି ସହ ୬ଟି ସମସ୍ୟାର ତୁରନ୍ତ ସମାଧାନ
ଲମତାପୁଟ, କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏହି କାର୍ଯ୍ୟକ୍ରମରେ ଯୋଗ […]
ସମ୍ବିଧାନ ଦିବସ: ମାକାପୁଟ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ
ଜୟପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ଗଭର୍ଣ୍ଣମେଣ୍ଟ (SSD) ଗାର୍ଲ୍ସ ହାଇସ୍କୁଲ, ମାକାପୁଟ ଠାରେ ଜାତୀୟ ସମ୍ବିଧାନ ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଉପସ୍ଥିତ […]
କୋରାପୁଟ ଅମଲା ସଂଘ ନିର୍ବାଚନ: ୩ ପଦବି ପାଇଁ ୩ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ; ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
କୋରାପୁଟ,ଜୟପୁର: ୩୦/୧୧, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି (୩୦.୧୧.୨୦୨୫) ଜୟପୁର ଯାଦବ ଭବନ ଠାରେ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। […]
