ଅବିଭକ୍ତ କୋରାପୁଟ ଜିଲ୍ଲା ବ୍ରାହ୍ମଣ ସମାଜର କେଲେଣ୍ଡର ଉନ୍ମୋଚିତ।

ଜୟପୁର ,୨୮/୧୨ ; ଅବିଭକ୍ତ କୋରାପୁଟ ଜିଲ୍ଲା ବ୍ରାହ୍ମଣ ସମାଜର ୨୦୨୬ ମସିହାର ବାର୍ଷିକ କେଲେଣ୍ଡର ଜୟପୁର ଜଗନ୍ନାଥ ମନ୍ଦିରରେ ଉନ୍ମୋଚିତ ହୋଇଛି ଏହା ବିଗତ ସାତ ବର୍ଷ ଧରି ଚାଲି ଆସୁଛି। ପରେ ପରେ ଏହାକୁ ବଲ୍ଲଭ ନାରାୟଣ ରଘୁନାଥ ଏବଂ ମା ଭଗବତୀ ମନ୍ଦିରରେ ଅର୍ପୋଣ ପରେ ସର୍ବସାଧାରଣରେ ବିକ୍ରୟ ନିମୋନ୍ତେ ଉଦ୍ଧିଷ୍ଟ ହୋଇଛି। ଏହି ଅବସରରେ ବ୍ରାହ୍ମଣ ସମାଜର ରମେଶ ଚନ୍ଦ୍ର ତ୍ରିପାଠୀ, ଶରତ ଚନ୍ଦ୍ର ଖଡଗରାଇ, ନବକୃଷ୍ଣ ରଥ ବୁନୁ ସ୍ଵାଧୀନ ସାହୁ ଶ୍ରୀନାଥ ମିଶ୍ର, ବାଲାଜୀ ସାହୁ ବିଜୟ କୁମାର ଭଟ୍ଟ ରାଜ କିଶୋର ଦାସ ଭବାନୀ ଆଚାର୍ଯ୍ୟ ଅମରେନ୍ଦ୍ର କର ମନୁ ସାନ ଚୌଧୁରୀ ତେଜସ୍ଵୀ ଚୌଧୁରୀ ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *