ସୁନାବେଢାରେ ୧୫ ଦିନିଆ ନାଟ୍ୟ ତାଲିମ ଶିବିର ଶେଷ; ଜୟପୁରର ସୁଦୀପ୍ତା ମହାପାତ୍ର (ପିଙ୍କୁ) ସମ୍ମାନିତ

କୋରାପୁଟ, ୨୨/୧୦ , ଓଡିଶା ନାଟ୍ୟ ସଂଘ, ଦକ୍ଷିଣାଞ୍ଚଳ ନାଟ୍ୟ ସଂଘ ଏବଂ ସ୍ୱର୍ଣ୍ଣ ମିଗ୍ ସାଂସ୍କୃତିକ ସଂଘ ଦ୍ୱାରା ମିଳିତ ଭାବରେ ଆୟୋଜିତ ୧୫ ଦିନିଆ ନାଟ୍ୟ ତାଲିମ ଶିବିର ଅକ୍ଟୋବର ୧୯ […]

ସ୍ଥାପନ ପରବର୍ତ୍ତୀ ରକ୍ଷଣବେକ୍ଷଣ ବ୍ୟବସ୍ଥା ନଥିବାରୁ ଜଳୁନି “ଷ୍ଟ୍ରିଟ ଲାଇଟ” ଅନ୍ଧାରରେ ଅଞ୍ଚଳ

ବୈଦ୍ୟୁତିକ ବର୍ଜ୍ୟବସ୍ତୁରେ ପରିପୂର୍ଣ୍ଣ ଗାଁ ଗହଳି କୋରାପୁଟ/ନନ୍ଦପୁର ,୨୨/୧୦, କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତର ଗ୍ରାମାଞ୍ଚଳର ସାହି, ଗଳି କନ୍ଦି, ଗାଁ ରାସ୍ତା, ହାଟ, ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ, ମନ୍ଦିର, […]

କୋରାପୁଟ ଜିଲ୍ଲାର ଆଦିବାସୀ ମହୋତ୍ସବ ପରବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି

କୋରାପୁଟ ଜିଲ୍ଲାର ଆଦିବାସୀ ମହୋତ୍ସବ ପରବ ପାଳନ ନିମନ୍ତେ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି

ଚିନ୍ତୁ ର ନିକଟରେ ସଡ଼କ ଦୁର୍ଘଟଣା – ବିଏସଏଫ ଯବାନଙ୍କ ମୃତ୍ୟୁ, ୬ ଆହତ

କୋରାପୁଟ, ୨୧ /୧୦ , ଆଜି ଭୋର ସମୟରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ମାଲକାନାଗରୀର ଚାଟି ଗୋରେଲାଗୁଡେମ-କୁନାଭରମ ଜଙ୍କସନରେ ଏକ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛିଆନ୍ଧ୍ର ପ୍ରଦେଶ ଚିନ୍ତୁର ମଣ୍ଡଳ। ଖମ୍ମମରୁ ମାଲକାନାଗରୀ ଜିଲ୍ଲାର […]

ବି. ସିଂହପୁରରେ ପୁଣି ଭାଲୁ ଆତଙ୍କ : ବିଦ୍ୟୁତ୍ ବିଭାଗ ଅଫିସ ପରିସରରେ ଦେଖା ଦେଲେ ତିନିଟି ଭାଲୁ

କୋରାପୁଟ: ବୋରିଗୁମ୍ମା ,  ୨୧ /୧୦ , ବି. ସିଂହପୁର ଅଞ୍ଚଳରେ ଭାଲୁ ଆତଙ୍କ ଦିନକୁ ଦିନ ବଢ଼ି ଚାଲିଛି। ଗତ ଏକ ମାସ ମଧ୍ୟରେ ଏପର୍ଯ୍ୟନ୍ତ ୩ ଜଣ ଆହତ ହୋଇଥିବା ସହ […]

ମୁଖ୍ୟଧାରାକୁ ଫେରି ପ୍ରଥମ ଦୀପାବଳି ପାଳିଲେ ପୂର୍ବତନ ମାଓବାଦୀ ମହିଳାମାନେ

କୋରାପୁଟ, ୨୧/୧୦, ଅଭିବ୍ୟକ୍ତ କୋରାପୁଟ ଜିଲ୍ଲା ନବରଙ୍ଗପୁର  ରାଇଘର ଓ ଛତିଶଗଡ଼ ସୀମାଞ୍ଚଳର ଗାରିଆବନ୍ଧ ଅଞ୍ଚଳରେ ଏବେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି — ଯେଉଁଠି ଜଙ୍ଗଲରେ ବର୍ଷକାଳ ଧରି ଗୁଳିବାରୁଦର ଜୀବନ […]

ଶିକ୍ଷାନୁଷ୍ଠାନରେ ବୈଠକ ନେଇ ବିଜେଡିର ଫେରାଦ — ବିଜେପି ଉପରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ

କୋରାପୁଟ, ୨୧ /୧୦ , କୋରାପୁଟ ଜିଲ୍ଲାରେ ନିର୍ବାଚନ ଆଚରଣବିଧି ଜାରି ଥିବା ସମୟରେ ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ବିଜେପି ନେତା ଓ କର୍ମୀମାନେ ବୈଠକ କରିଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ବିଜୁ […]

ବନବାସୀ କଲ୍ୟାଣ ଆଶ୍ରମର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

ବନବାସୀ କଲ୍ୟାଣ ଆଶ୍ରମର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ କୋରାପୁଟ, ୨୧ /୧୦, ଶୀତ ଋତୁ ପୂର୍ବରୁ ଅସହାୟ ଓ ଅବହେଳିତ ଗ୍ରାମବାସୀଙ୍କ ସହାୟତା ପାଇଁ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶା ତରଫରୁ ଏକ […]

ଛତିଶଗଡ଼ ସୀମାନ୍ତରେ ଆଉ ଏକ ଐତିହାସିକ ବିକାଶ ପାଇଁ ମଞ୍ଚ ପ୍ରସ୍ତୁତ

କୋରାପୁଟ, ୧୬ /୧୦, ଅଭିଭକ୍ତ କୋରାପୁଟ ଜିଲ୍ଲା ଛତିଶଗଡ଼ ସୀମାନ୍ତରେ ଆଉ ଏକ ଐତିହାସିକ ବିକାଶ ପାଇଁ ମଞ୍ଚ ପ୍ରସ୍ତୁତ। ଇନ୍ଦ୍ରାବତୀ ଡିଭିଜନ ଏବଂ ମଦଦ ଡିଭିଜନର ୧୫୦ ରୁ ଅଧିକ ନକ୍ସଲ ଆତ୍ମସମର୍ପଣ […]