କୋରାପୁଟ , ୩୧/୧୦, କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକ ଅଞ୍ଚଳରେ ଏକ ପରେ ଏକ ବାଇକ୍ ଚୋରି ଘଟଣା ଘଟିବାରୁ ସ୍ଥାନୀୟମାନଙ୍କ ମଧ୍ୟରେ ଆତଙ୍କ ପ୍ରସ୍ତୁତ ହୋଇଛି। କେବଳ ୧୩ ଦିନ ମଧ୍ୟରେ ତିନୋଟି […]
Breaking News
ଭାରତର “ଲୌହ ମହିଳା” ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ବିଧାୟିକା ପବିତ୍ରା ଶାନ୍ତା ଙ୍କ ଶ୍ରଦ୍ଧାଞ୍ଜଳି।
କୋରାପୁଟ, ୩୧ /୧୦, ଲକ୍ଷ୍ମୀପୁର ବିଧାୟକ ପବିତ୍ରା ଶାନ୍ତା ଙ୍କ ଶ୍ରଦ୍ଧାଞ୍ଜଳି। ସେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଯାହାଙ୍କୁ “ଲୌହ ମହିଳା” ଭାବରେ ଜଣାଶୁଣା, ତାଙ୍କ ଜନ୍ମ ବାର୍ଷିକୀରେ […]
ଜୟପୁର ସହରରେ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବୁଲେଟ ସଂଖ୍ୟା ବୃଦ୍ଧି
ଜୟପୁର, ୩୧ /୧୦ କୋରାପୁଟ ଜିଲ୍ଲା ଜୟପୁର ସହରରେ ଦିନକୁ ଦିନ ଦୃତ ବେଗରେ ମୋଟର ସାଇକେଲ୍ ଚାଳନା କରୁଥିବା ଚାଳକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଚାଳକମାନେ ଉଚ୍ଚ ଶଦ୍ଦଯୁକ୍ତ ସାଇଲେନସର ଲଗାଇ […]
ଜୟପୁରାରେ ବେଆଇନ ଜବରଦଖଲ ବିରୋଧରେ ପୌରପାଳିକା ଅଭିଯାନ – ମୁଖ୍ୟ ରାସ୍ତାଗୁଡ଼ିକରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।
ଜୟପୁର, ୩୧/୧୦ , ଜୟପୁର ସହରରେ ଟ୍ରାଫିକ୍ ଭିଡ଼ ଏବଂ ପଦଯାତ୍ରୀ ସମସ୍ୟାକୁ ହ୍ରାସ କରିବା ପାଇଁ, ପୌରପାଳିକା କର୍ତ୍ତୃପକ୍ଷ ବେଆଇନ ଜବରଦଖଲ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଶୁକ୍ରବାର ସହରର ମୁଖ୍ୟ […]
ଜୟପୁର ର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ “ଆମର ସାମୂହିକ ଦାୟିତ୍ୱ – ଦୁର୍ନୀତି ବିରୋଧୀ ସପ୍ତାହ” ମହାସମାରୋହରେ ଆରମ୍ଭ ହୋଇଛି
କୋରାପୁଟ, ୩୦/୧୦, ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ସଂଯୋଜକ ମହେଶ୍ୱର ନାୟକଙ୍କ ତତ୍ତ୍ୱାବଧାନରେ “ଆମର ସାମୂହିକ ଦାୟିତ୍ୱ – ଦୁର୍ନୀତି ବିରୋଧୀ ସପ୍ତାହ” ମହାସମାରୋହରେ ଆୟୋଜନ କରିଥିଲା। ସମାଜରେ ଦୁର୍ନୀତିର ପ୍ରସାର ରୋକିବାରେ ଛାତ୍ରଛାତ୍ରୀଙ୍କ […]
ଜାନୁଆରୀ ୨ରୁ ଜୟପୁରରେ ପୁଷ୍ୟ-ପୁନି ପର୍ବ ମହୋତ୍ସବ ଅନୁଷ୍ଠିତ ହେବ।
ଜୟପୁର, ୩୦/୧୦, ପ୍ରତିବର୍ଷ ମହାସମାରୋହରେ ଅନୁଷ୍ଠିତ ହେଉଥିବା ପୁଷ୍ୟପୁନି ପର୍ବ ମହୋତ୍ସବ ଜାନୁଆରୀ ୨ରୁ ୯, ୨୦୨୬ ପର୍ଯ୍ୟନ୍ତ ଜୟପୁରମରେ ଅନୁଷ୍ଠିତ ହେବ। କୋରାପୁଟିଆ କଳା ଓ ଳାକାର ସଂଘର ତତ୍ତ୍ୱାବଧାନରେ ଏହି ମହୋତ୍ସବଗୁଡ଼ିକୁ […]
କୋରାପୁଟ ସରକାରି ପଲିଟେକ୍ନିକ୍ ତରଫରୁ ରକ୍ତଦାନ ଶିବିର — ୪୫ ୟୁନିଟ ରକ୍ତ ସଂଗୃହୀତ
ଜୟପୁର, ୩୦ /୧୦ , କୋରାପୁଟ ଜିଲ୍ଲାର ରଣ୍ଡାପାଲୀ ସ୍ଥିତ ସରକାରି ପଲିଟେକ୍ନିକ୍ ଓ ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଜେସନ ଅଫ ଓଡ଼ିଶା (ଏଫ୍ବିଡିଓଓ) ତରଫରୁ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର […]
ଘୂର୍ଣ୍ଣିଝଡ଼ ମୋନ୍ଥାର ପ୍ରଭାବ – ଦୁଇଟି ଜଳଭଣ୍ଡାରର ଛଅଟି ଗେଟ୍ ଖୋଲିଲା
କୋରାପୁଟ, ୩୦/୧୦, କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ମୋନ୍ଥାର ପ୍ରଭାବ ଯୋଗୁଁ ଉପର ଅଞ୍ଚଳରେ ବର୍ଷା ହେବା ଯୋଗୁଁ ମାଛକୁଣ୍ଡ ବିଦ୍ୟୁତ୍ ବିଭାଗକୁ ସତର୍କ କରାଯାଇଛି। ଆନ୍ଧ୍ରପ୍ରଦେଶର ଉପରମୁଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା […]
କୋଟପାଡ଼ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ – ଖଟଲାପଦର ବ୍ରିଜ ନିକଟରେ ଘଟଣା, ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି
କୋରାପୁଟ, ୨୯ /୧୦ , କୋଟପାଡ଼-କୁନ୍ଦୁରା ମୁଖ୍ୟ ସଡ଼କରେ ଖଟଲାପଦର ବ୍ରିଜ ନିକଟରେ ଗତରାତି ଏକ ହତାତ୍ ଲୁଟ ଘଟଣା ଘଟିଥିବା ସୂଚନା ମିଳିଛି। କୋଟପାଡ଼ର ଜଣେ ପରିଚିତ ବ୍ୟବସାୟୀଙ୍କୁ ଟାର୍ଗେଟ କରି କିଛି […]
ଜୟପୁର ଟାଉନ୍ ଥାନାରେ ସାଇବର ସୁରକ୍ଷା ‘ସେଲ୍ଫି ପଏଣ୍ଟ’ ଉଦଘାଟନ – ସଚେତନତା ଅଭିଯାନକୁ ନେଇ ଜନସାଧାରଣରେ ଉତ୍ସାହ
ଜୟପୁର, ୨୯ /୧୦, ଜୟପୁର ଟାଉନ୍ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନର ଅଂଶ ରୂପେ ଟାଉନ ଥାନା ପରିସରରେ ଏକ ବିଶେଷ “ସାଇବର ସେଲ୍ଫି ପଏଣ୍ଟ” ର ଉଦଘାଟନ କରାଯାଇଛି। ଏହି […]
