ନୂଆଦିଲ୍ଲୀ, ଦିଲ୍ଲୀ ୧୦/୧୧, ସୋମବାର ସନ୍ଧ୍ୟା 7 ଟା ସମୟରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର 1 ନିକଟରେ ସୁଭାଷ ମାର୍ଗ ଟ୍ରାଫିକ ସିଗନାଲରେ ଏକ ହୁଣ୍ଡାଇ i20 କାରରେ ଏକ ବଡ଼ […]
Breaking News
ଦିଲ୍ଲୀରେ ଭୟାବହ ବିସ୍ଫୋରଣ: ଲାଲକିଲ୍ଲା ନିକଟରେ ବୋମାମାଡ଼
ଦିଲ୍ଲୀରେ ଭୟାବହ ବିସ୍ଫୋରଣ: ଲାଲକିଲ୍ଲା ନିକଟରେ ବୋମାମାଡ଼ ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିଶ୍ୱ ପ୍ରସିଦ୍ଧ ଲାଲକିଲ୍ଲା ନିକଟରେ ଏହି ଭୟାବହ ବୋମାମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ […]
ଦିଲ୍ଲୀ ବିସ୍ଫୋରଣ ପରେ ଶ୍ରୀକ୍ଷେତ୍ରରେ ହାଇଆଲର୍ଟ, ପୁରୀରେ ବାଜୁଛି ସାଇରନ୍
ପୁରୀ, ୧୦/୧୧, ଜାତୀୟ ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ ଘଟଣା ପରେ ସମଗ୍ର ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ବିଶେଷ କରି ଶ୍ରୀକ୍ଷେତ୍ର ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସାଇରନ୍ ବଜାଇ […]
କୋରାପୁଟ ନିକଟରେ ମିନି ବସ୍ ଦୁର୍ଘଟଣା: ୬ ପର୍ଯ୍ୟଟକ ଆହତ
କୋରାପୁଟ/ମସ୍ତିପୁଟ: ୧୦/୧୧, କୋରାପୁଟରୁ ରାୟଗଡାକୁ ସଂଯୋଗ କରୁଥିବା 326 ନମ୍ବର ଜାତୀୟ ରାଜପଥରେ ଏକ ମିନି ବସ୍ ଓଲଟି ପଡ଼ିବାରୁ ଅତିକମରେ ୬ ଜଣ ପର୍ଯ୍ୟଟକ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ […]
କେନାଲରେ ପଡ଼ିଯାଇଥିବା ଭାଲୁ ଛୁଆମାନଙ୍କୁ ଗ୍ରାମବାସୀ ଉଦ୍ଧାର କଲେ
ଜୟପୁର, ୯/୧୧, କୋରାପୁଟର ବୋରିଗୁମ୍ମା ବ୍ଲକର ବିସିଙ୍ଗପୁର ଗାଁ ନିକଟରେ ଦୁଇଟି ଭାଲୁ ଛୁଆ ଦୁର୍ଘଟଣାବଶତଃ ଏକ କେନାଲରେ ପଡ଼ିଗଲା। ମା ଭାଲୁଟି ଜୋରରେ ଚିତ୍କାର କରୁଥିବା ସମୟରେ ଗାଁ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଲେ […]
ତରୁଣ ପ୍ରଜ୍ଞା ଭାରତୀର ଚତୁର ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ
ଜୟପୁର, ୯/୧୧, ଆଜି ଅନୁଷ୍ଠାନ ତରଫରୁ ଚତୁର୍ଥ ପର୍ଯ୍ୟାୟ ପ୍ରତିଯୋଗିତା ଯଥା ଓଡିଶୀ, ଲୋକନୃତ୍ୟ ଓ ଝୋଟି ପ୍ରତିଯୋଗିତା ସ୍ଥାନୀୟ ତାରିଣୀ ଛକ ନିକଟ ବିଜ୍ଞାନ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ […]
ଓଡ଼ିଶା-୫୦ ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ ଜୟପୁରରେ ଆୟୋଜିତ
“ଆତ୍ମବିଶ୍ବାସ ବିନା ସଫଳତା ମିଳିବ ନାହିଁ” — ଉପଜିଲ୍ଲାପାଳ ଆକାଭରମ ସସ୍ୟା ରେଡ୍ଡୀ ଜୟପୁର, ୯/୧୧, ମହିଳା ସଶକ୍ତୀକରଣ ଓ ସ୍ବାବଲମ୍ବନ ପାଇଁ ଆତ୍ମବିଶ୍ବାସ ଅତ୍ୟାବଶ୍ୟକ ବୋଲି ଉପଜିଲ୍ଲାପାଳ ସୁଶ୍ରୀ ଆକାଭରମ ସସ୍ୟା ରେଡ୍ଡୀ […]
ସୁରକ୍ଷା ବାହିନୀଙ୍କ ଟାର୍ଗେଟରେ ଦୁର୍ଦ୍ଦାନ୍ତ ମାଓ ନେତା ହିଡମା, ଦେବା ଓ ଏରା
* ଦକ୍ଷିଣ ବସ୍ତର ଜଙ୍ଗଲ ଘେରିଲେ ୨ ହଜାର ଯବାନ; ଆସନ୍ତା ଘଣ୍ଟା ମଧ୍ୟରେ ବଡ଼ ଏନ୍କାଉଣ୍ଟର ସମ୍ଭାବନା କୋରାପୁଟ, ୯/୧୧, ଅଭିବ୍ୟକ୍ତ କୋରାପୁଟ ଜିଲ୍ଲାର ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳରେ ମାଓବାଦୀ ବିରୋଧୀ […]
ଜୟପୁରରେ ପାଳିତ ହେଲା ଜାତୀୟ ଆଇନ ସେବା ଦିବସ; ସଚେତନତା ଉପରେ ଗୁରୁତ୍ୱ
ଜିଲ୍ଲା ଜଜ୍ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ; ଲୋକ ଅଦାଲତ, ମଧ୍ୟସ୍ଥତା ଓ ଆପୋଷ ସମାଧାନ ମାଧ୍ୟମରେ ଆଇନ ସେବାର ପହଞ୍ଚ ଉପରେ ଆଲୋକପାତ। ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଜୟପୁର […]
ବିଜେଡ଼ି ନେତାଙ୍କ ଘରେ ଆଇଟି ରେଡ୍
ଉପନିର୍ବାଚନ ପୂର୍ବରୁ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢ଼ଉ ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟର ପ୍ରମୁଖ ଦାବିଦାର ଥିଲେ ମନୋଜ; କୋମନାସ୍ଥିତ ବାସଭବନରେ ଆଇଟି ରେଡ୍ ଜାରି। ନୂଆପଡ଼ା/ଭୁବନେଶ୍ୱର, 9/11,ନୂଆପଡ଼ା ଉପନିର୍ବାଚନ […]
